ଭାରତ ପରେ ଭୁଟାନର ପୂର୍ବ ସୀମାକୁ ନିଜର ବୋଲି ଦାବି କଲା ବେଜିଂ

ବେଜିଂ: ଲଦାଖ ସୀମାକୁ ନେଇ ଭାରତ ସହିତ ଚୀନର ତିକ୍ତତା ଚାଲିଛି। ଏହାରି ଭିତରେ ଅରୁଣାଚଳ ପ୍ରଦେଶର ସୀମାକୁ ନିଜର ବୋଲି ପରୋକ୍ଷରେ କହିଛି ବେଜିଂ। ଏଥିସହ ପ୍ରଥମ ଥର ପାଇଁ ସ୍ୱୀକାର କରିଛି ଯେ, ଭୁଟାନ ସହିତ ପୂର୍ବାଞ୍ଚଳରେ ବିବାଦ ରହିଛି। ଭାରତକୁ ଇସାରା କରି ଚୀନ କହିଛି, ପୂର୍ବାଞ୍ଚଳ ସୀମା (ଅରୁଣାଚଳ ପ୍ରଦେଶ) ବିବାଦରେ ତୃତୀୟ ପକ୍ଷ ହସ୍ତକ୍ଷେପ ରଖିବା ଠିକ୍ ନୁହେଁ। ଭୁଟାନ ସହିତ ସୀମା ବିବାଦର ସମାଧାନ ହୋଇନାହିଁ। ହିନ୍ଦୁସ୍ଥାନ ଟାଇମ୍ସରେ […]

bhutan china

bhutan china

Subhransu Sekhar
  • Published: Sunday, 05 July 2020
  • Updated: 05 July 2020, 05:51 PM IST

Sports

Latest News

ବେଜିଂ: ଲଦାଖ ସୀମାକୁ ନେଇ ଭାରତ ସହିତ ଚୀନର ତିକ୍ତତା ଚାଲିଛି। ଏହାରି ଭିତରେ ଅରୁଣାଚଳ ପ୍ରଦେଶର ସୀମାକୁ ନିଜର ବୋଲି ପରୋକ୍ଷରେ କହିଛି ବେଜିଂ। ଏଥିସହ ପ୍ରଥମ ଥର ପାଇଁ ସ୍ୱୀକାର କରିଛି ଯେ, ଭୁଟାନ ସହିତ ପୂର୍ବାଞ୍ଚଳରେ ବିବାଦ ରହିଛି। ଭାରତକୁ ଇସାରା କରି ଚୀନ କହିଛି, ପୂର୍ବାଞ୍ଚଳ ସୀମା (ଅରୁଣାଚଳ ପ୍ରଦେଶ) ବିବାଦରେ ତୃତୀୟ ପକ୍ଷ ହସ୍ତକ୍ଷେପ ରଖିବା ଠିକ୍ ନୁହେଁ। ଭୁଟାନ ସହିତ ସୀମା ବିବାଦର ସମାଧାନ ହୋଇନାହିଁ।

ହିନ୍ଦୁସ୍ଥାନ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଚୀନ୍ କହିଛି ଭୁଟାନ ସହିତ ଦୀର୍ଘ ବର୍ଷ ଧରି ପୂର୍ବ, ମଧ୍ୟ ଏବଂ ପଶ୍ଚିମ ଅଞ୍ଚଳରେ ସୀମା ବିବାଦ ରହିଛି। ୧୯୮୪ରୁ ୨୦୧୬ ମଧ୍ୟରେ ଭୁଟାନ ଏବଂ ଚୀନ ପରସ୍ପର ମଧ୍ୟରେ ୨୪ ଥର କଥାବାର୍ତ୍ତା କରିଛନ୍ତି। ଏହି ସମୟରେ କେବଳ ପଶ୍ଚିମ ଏବଂ ମଧ୍ୟବର୍ତ୍ତୀ ଅଞ୍ଚଳକୁ ନେଇ କେବଳ ଚର୍ଚ୍ଚା ହୋଇଛି।

ଭୁଟାନରୁ ମିଳିଥିବା ସୂଚନା ଅନୁଯାୟୀ, ଚୀନ ଏବଂ ଭୁଟାନ ମଧ୍ୟରେ ପୂର୍ବାଞ୍ଚଳରେ ଥିବା ସୀମା ବିବାଦକୁ ନେଇ କେବେ ଆଲୋଚନା ହୋଇନି। ଦୁଇ ଦେଶ ମଧ୍ୟ ଏବଂ ପଶ୍ଚିମ ଅଞ୍ଚଳର ସୀମାକୁ ବିବାଦ ବୋଲି ବିଚାର କରୁଥିଲେ। ଯଦି ପୂର୍ବରେ ଥିବା ସୀମାକୁ ଚୀନ ନିଜର ବୋଲି ଦାବି କରୁଛି ତା’ହେଲେ ପୂର୍ବରୁ ସେ ଏହି ପ୍ରସଙ୍ଗ ଉଠାଇବାର ଥିଲା।

ଅନ୍ୟପଟେ ଭୁଟାନର ଭୌଗୋଳିକ ବିଶେଷଜ୍ଞ କହିଛନ୍ତି, ପୂର୍ବାଞ୍ଚଳକୁ ଚୀନ ନିଜର ବୋଲି କହିବା ଏହା ନୂଆ ଚାଲ। ଦୁଇ ପକ୍ଷ ସୀମା ବିବାଦକୁ ନେଇ ଯେଉଁ ଚୁକ୍ତି ସ୍ୱାକ୍ଷର ହୋଇଛି ସେଥିରେ ପୂର୍ବ ସୀମା ନାହିଁ। ତେବେ ଚୀନର ଏହି ନୂଆ ଦାବିକୁ ନେଇ ଭାରତ କୌଣସି ପ୍ରତିକ୍ରିୟା ଦେଇ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story