କୋକ୍ରାଝରରେ ୟୁପି-ଶିଫୁଙ୍ଗ ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ

ଗୌହାଟି:ଆସାମର କୋକ୍ରାଝର ଜିଲ୍ଲାରେ ୟୁପି-ଶିଫୁଙ୍ଗ ପାସେଞ୍ଜର(୫୫୭୫୩) ଟ୍ରେନ ଲାଇନଚ୍ୟୁତ ହୋଇଛି। ଉତ୍ତରପୂର୍ବ ରେଳବାଇର ମୁଖପାତ୍ର ଜୟମତା ଶର୍ମାଙ୍କ କହିଛନ୍ତି ଯେ, ଶନିବାର ସକାଳ ୫ଟା ୧୫ରେ ପଶ୍ଚିମବଙ୍ଗର ଅଲ୍ଲୀପୁରଦ୍ୱାରରୁ ଯାତ୍ରୀ ନେଇ ଗୌହାଟିକୁ ଯାଉଥିବା ଏହି ଟ୍ରେନଟି ଜିଲ୍ଲାର ସଲାକଟି ଓ ବାସୁଗାଁ ମଧ୍ୟରେ ଥିବାବେଳେ ଲାଇନଚ୍ୟୁତ ହୋଇଥିଲା। ଏହି ଦୂର୍ଘଟଣା ଯୋଗୁ ଟ୍ରେନର ୫ଟି ବଗି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥି‍ବାବେଳେ ଡ୍ରାଇଭର ଓ କିଛି ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ […]

assam-train-derailment-650_650x400_51432352504

Rakesh Mallick
  • Published: Saturday, 23 May 2015
  • Updated: 23 May 2015, 10:08 AM IST

ଗୌହାଟି:ଆସାମର କୋକ୍ରାଝର ଜିଲ୍ଲାରେ ୟୁପି-ଶିଫୁଙ୍ଗ ପାସେଞ୍ଜର(୫୫୭୫୩) ଟ୍ରେନ ଲାଇନଚ୍ୟୁତ ହୋଇଛି। ଉତ୍ତରପୂର୍ବ ରେଳବାଇର ମୁଖପାତ୍ର ଜୟମତା ଶର୍ମାଙ୍କ କହିଛନ୍ତି ଯେ, ଶନିବାର ସକାଳ ୫ଟା ୧୫ରେ ପଶ୍ଚିମବଙ୍ଗର ଅଲ୍ଲୀପୁରଦ୍ୱାରରୁ ଯାତ୍ରୀ ନେଇ ଗୌହାଟିକୁ ଯାଉଥିବା ଏହି ଟ୍ରେନଟି ଜିଲ୍ଲାର ସଲାକଟି ଓ ବାସୁଗାଁ ମଧ୍ୟରେ ଥିବାବେଳେ ଲାଇନଚ୍ୟୁତ ହୋଇଥିଲା। ଏହି ଦୂର୍ଘଟଣା ଯୋଗୁ ଟ୍ରେନର ୫ଟି ବଗି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥି‍ବାବେଳେ ଡ୍ରାଇଭର ଓ କିଛି ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମାନ୍ୟ ଆହତ ହୋଇଥିବା ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଛି। ଏହି ରୁଟ ଦେଇ ଆସୁଥିବା ଟ୍ରେନଗୁଡିକର ଗତିପଥକୁ ପରିବର୍ତ୍ତନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story