ନେପାଳ: ମୃତକଙ୍କ ସଂଖ୍ୟା ୭ହଜାର ଟିପିଲା

କାଠମାଣ୍ଡୁ: ବିନାଶକାରୀ ଭୂକମ୍ପର ଏକ ସପ୍ତାହପରେ ବି ଗମ୍ଭୀର ରହିଛି ନେପାଳର ସ୍ଥିତି। ଏବେ ସୁଦ୍ଧା ମୃତୁ୍ୟସଂଖ୍ୟା ୭ ହଜାର ଛୁଇଁଗଲାଣି। ସରକାର ଏବେ ଧ୍ୱଂସସ୍ତୁପ ତଳେ କେହି ବି ଜୀବିତ ରହିଥିବା ଆଶା ଛାଡି ଦେଇଛନ୍ତି। ଖାଦ୍ୟ,ପାନୀୟ ଏବଂ ପଲିଥିନ ପାଇଁ ବିଧ୍ୱସ୍ତ ଅଞ୍ଚଳରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷକରି ଦୁର୍ଗମ ଅଞ୍ଚଳର ସ୍ଥିତି ଏବେ ବି ଉଦବେଗଜନକ ରହିଛି। ଏଭଳି ସ୍ଥିତିରେ ବିଭିନ୍ନ ଦେଶରୁ ନେପାଳକୁ ଆସୁଥିବା ରିଲିଫ୍ ସମାଗ୍ରୀ ସବୁକୁ କଷ୍ଟମ […]

nepal

nepal

Rakesh Mallick
  • Published: Sunday, 03 May 2015
  • Updated: 04 May 2017, 03:45 PM IST

Sports

Latest News

କାଠମାଣ୍ଡୁ: ବିନାଶକାରୀ ଭୂକମ୍ପର ଏକ ସପ୍ତାହପରେ ବି ଗମ୍ଭୀର ରହିଛି ନେପାଳର ସ୍ଥିତି। ଏବେ ସୁଦ୍ଧା ମୃତୁ୍ୟସଂଖ୍ୟା ୭ ହଜାର ଛୁଇଁଗଲାଣି। ସରକାର ଏବେ ଧ୍ୱଂସସ୍ତୁପ ତଳେ କେହି ବି ଜୀବିତ ରହିଥିବା ଆଶା ଛାଡି ଦେଇଛନ୍ତି। ଖାଦ୍ୟ,ପାନୀୟ ଏବଂ ପଲିଥିନ ପାଇଁ ବିଧ୍ୱସ୍ତ ଅଞ୍ଚଳରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷକରି ଦୁର୍ଗମ ଅଞ୍ଚଳର ସ୍ଥିତି ଏବେ ବି ଉଦବେଗଜନକ ରହିଛି। ଏଭଳି ସ୍ଥିତିରେ ବିଭିନ୍ନ ଦେଶରୁ ନେପାଳକୁ ଆସୁଥିବା ରିଲିଫ୍ ସମାଗ୍ରୀ ସବୁକୁ କଷ୍ଟମ ଯାଞ୍ଚ ଆଳରେ ଏୟାରପୋର୍ଟରେ ଅଟାଯିବାକୁ ନେଇ ଜାତିସଂଘ ଉଦବେଗ୍ ପ୍ରକାଶ କରିଛି। ଅନ୍ତର୍ଜାତୀୟ ସମୁଦାୟ ପକ୍ଷରୁ ଆସୁଥିବା ରିଲିଫ୍ ସାମଗ୍ରୀ ବିପନ୍ନଙ୍କ ପାଖରେ ପହଞ୍ଚାଇବା ଲାଗି କଷ୍ଟମ ନିୟମରେ କୋହଳ କରିବା ଲାଗି ଜାତିସଂଘ ଦାବି କରିଛି। ଆକଳନ ଅନୁଯାଇ ଭୂକମ୍ପରେ ନେପାଳର ପ୍ରାୟ ୮୦ ଲକ୍ଷ ପ୍ରଭାବିତ ହୋଇଛି। ଆଗାମୀ ତିନିମାସ ମଧ୍ୟରେ ପ୍ରଭାବିତଙ୍କ ଖାଦ୍ୟ ସମାଗ୍ରୀ,ମେଡିସିନ ଓ ଟେଣ୍ଟ ଭଳି ପ୍ରାୟ ୨ ମିଲିୟନ ଟନର ରିଲିଫ୍ ସାମଗ୍ରୀର ଆବ୍ୟଶକତା ରହିଛି। ଲକ୍ଷଲକ୍ଷ ସଂଖ୍ୟାରେ ବିପନ୍ନ ଅସ୍ଥାୟୀ ଶିବିରରେ ଆଶ୍ରୟ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story