ପାକିସ୍ତାନରେ ଦୁର୍ଘଟଣାଗ୍ରସ୍ତ ବିମାନର ଚୀନ୍ କନେକସନ୍

କରାଚି: ପାକିସ୍ତାନ ଇଣ୍ଟରନେଶନାଲ ଏୟାରଲାଇନ୍ସ (ପିଆଇଏ)ର ବିମାନ ଆଜି ଦୁର୍ଘଟଣାର ଶିକାର ହୋଇଛି। ବିମାନ କର୍ମଚାରୀ ଓ ଯାତ୍ରୀଙ୍କ ସହିତ ମୋଟ୍ ୧୦୭ ଜଣ ବିମାନରେ ଥିବା ଜଣାପଡ଼ିଛି। ଦୁର୍ଘଟଣାର ଶିକାର ହୋଇଥିବା ବିମାନ ଏୟାରବେସ୍ ଏ୩୨୦। ଏହି ବିମାନ ଚୀନ୍ ପାକିସ୍ତାନକୁ ଉପହାର ସ୍ୱରୂପ ଦେଇଥିବା କୁହାଯାଉଛି। ପାକିସ୍ତାନର ଡନ୍ ନ୍ୟୁଜର ରିପୋର୍ଟ ଅନୁଯାୟୀ, ଲାହୋରରୁ କରାଚି ଆସୁଥିଲା ଏହି ବିମାନ। ଜିନା ଇଣ୍ଟରନ୍ୟାଶନାଲ ବିମାନ ବନ୍ଦରରେ ଅବତରଣ କରିବା ପୂର୍ବରୁ ମଲିର ନିକଟରେ ଥିବା […]

Airbus A320 pakistan

Airbus A320 pakistan

Subhransu Sekhar
  • Published: Friday, 22 May 2020
  • Updated: 22 May 2020, 07:18 PM IST

କରାଚି: ପାକିସ୍ତାନ ଇଣ୍ଟରନେଶନାଲ ଏୟାରଲାଇନ୍ସ (ପିଆଇଏ)ର ବିମାନ ଆଜି ଦୁର୍ଘଟଣାର ଶିକାର ହୋଇଛି। ବିମାନ କର୍ମଚାରୀ ଓ ଯାତ୍ରୀଙ୍କ ସହିତ ମୋଟ୍ ୧୦୭ ଜଣ ବିମାନରେ ଥିବା ଜଣାପଡ଼ିଛି। ଦୁର୍ଘଟଣାର ଶିକାର ହୋଇଥିବା ବିମାନ ଏୟାରବେସ୍ ଏ୩୨୦। ଏହି ବିମାନ ଚୀନ୍ ପାକିସ୍ତାନକୁ ଉପହାର ସ୍ୱରୂପ ଦେଇଥିବା କୁହାଯାଉଛି।

ପାକିସ୍ତାନର ଡନ୍ ନ୍ୟୁଜର ରିପୋର୍ଟ ଅନୁଯାୟୀ, ଲାହୋରରୁ କରାଚି ଆସୁଥିଲା ଏହି ବିମାନ। ଜିନା ଇଣ୍ଟରନ୍ୟାଶନାଲ ବିମାନ ବନ୍ଦରରେ ଅବତରଣ କରିବା ପୂର୍ବରୁ ମଲିର ନିକଟରେ ଥିବା ମଡେଲ କଲୋନୀରେ ବିମାନଟି ଖସି ପଡ଼ିଛି। ବିମାନରେ ୯୯ ଜଣ ଯାତ୍ରୀ ଥିବା ବେଳେ ୮ ଜଣ କ୍ର୍ୟୁ ସଦସ୍ୟ ବା ବିମାନ କର୍ମଚାରୀ ଥିଲେ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏହାକୁ ନେଇ ଦଃଖ ପ୍ରକାଶ କରିବା ସହିତ ପିଆଇଏ ମୁଖ୍ୟଙ୍କ ସହିତ ସେ ଯୋଗାଯୋଗରେ ଥିବା ଟୁଇଟ୍ କରି କହିଛନ୍ତି।

https://twitter.com/ImranKhanPTI/status/1263789437856755712

ପାକିସ୍ତାନର ଦ ନେଶନ ଓ୍ୱେବସାଇଟର ସୂଚନା ଅନୁଯାୟୀ ଏୟାରବେସ୍ ଏ୩୨୦ ଗତ ବର୍ଷ ନଭେମ୍ୱର ମାସରେ ପିଆଇଏରେ ସାମିଲ୍ ହୋଇଥିଲା। ୨୨ ନଭେମ୍ୱର, ୨୦୧୯ରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ପିଆଇଏ ଏହି ବିମାନକୁ କୁଏତର କମ୍ପାନୀ ଆଭିଏସନ ଲିଜ ଆଣ୍ଡ ଫାଇନାନ୍ସ କମ୍ପାନୀରୁ ଝ୍ରାଇ ଲିଜରେ ଆଣିଥିଲା। ଚଳିତ ବର୍ଷ ଆଉ ଏକ ଏୟାରବେସ୍ ଏ୩୨୦ ବିମାନ ପିଆଇଏରେ ସାମିଲ୍ ହେବାର ଯୋଜନା ରହିଛି। ଆଭିଏସନ ଲିଜ ଆଣ୍ଡ ଫାଇନାନ୍ସ କମ୍ପାନୀରୁ ଝ୍ରାଇ କମ୍ପାନୀ ବିଭିନ୍ନ ଦେଶକୁ ବିମାନ ଭଡ଼ାରେ ଦିଏ ବୋଲି ଜଣାପଡ଼ିଛି।

https://twitter.com/Emmad81/status/1263782066568736768

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story