ପାକିସ୍ତାନ ଠାରୁ ପରମାଣୁ ବୋମା କିଣିବ ଆଇଏସ୍

ବାଗଦାଗ୍: ଇରାକ୍ ଓ ସରିଆକୁ ପୂରାପୁରୀ ନିଜ କବଜାକୁ ନେଇ ଇସଲାମିକ୍ ଷ୍ଟେଟ୍ ଗଠନ କରିବା ପାଇଁ ନରସଂହାର ଚଳାଇଥିବା ଆତଙ୍କବାଦୀ ସଙ୍ଗଠନ ଆଇଏସ୍ ଖୁବଶୀଘ୍ର ହାତେଇବ ପରମାଣୁ ବୋମା। ଆସନ୍ତା ବର୍ଷକ ମଧ୍ୟରେ ସଙ୍ଗଠନ ପରମାଣୁ ବୋମା କିଣିବା ପାଇଁ ଯୋଜନା ରଖିଛି। ପାକିସ୍ତାନ ଠାରୁ ହିଁ ଆଇଏସ୍ କିଣିବ ପରମାଣୁ ବୋମା। ଆଇଏସ ସଙ୍ଗଠନ ପକ୍ଷରୁ ଦିଆଯାଇଛି ଏହି ସୂଚନା। ସଙ୍ଗଠନର ମୁଖପତ୍ର ‘ଦାୱିକ୍’ ଏହି ସମ୍ପର୍କିତ ଏକ ଲେଖା ପ୍ରକାଶ ପାଇଛି। ଆଇଏସ୍ […]

isis

isis

Rakesh Mallick
  • Published: Saturday, 23 May 2015
  • Updated: 04 May 2017, 03:45 PM IST

Sports

Latest News

ବାଗଦାଗ୍: ଇରାକ୍ ଓ ସରିଆକୁ ପୂରାପୁରୀ ନିଜ କବଜାକୁ ନେଇ ଇସଲାମିକ୍ ଷ୍ଟେଟ୍ ଗଠନ କରିବା ପାଇଁ ନରସଂହାର ଚଳାଇଥିବା ଆତଙ୍କବାଦୀ ସଙ୍ଗଠନ ଆଇଏସ୍ ଖୁବଶୀଘ୍ର ହାତେଇବ ପରମାଣୁ ବୋମା। ଆସନ୍ତା ବର୍ଷକ ମଧ୍ୟରେ ସଙ୍ଗଠନ ପରମାଣୁ ବୋମା କିଣିବା ପାଇଁ ଯୋଜନା ରଖିଛି। ପାକିସ୍ତାନ ଠାରୁ ହିଁ ଆଇଏସ୍ କିଣିବ ପରମାଣୁ ବୋମା। ଆଇଏସ ସଙ୍ଗଠନ ପକ୍ଷରୁ ଦିଆଯାଇଛି ଏହି ସୂଚନା। ସଙ୍ଗଠନର ମୁଖପତ୍ର ‘ଦାୱିକ୍’ ଏହି ସମ୍ପର୍କିତ ଏକ ଲେଖା ପ୍ରକାଶ ପାଇଛି। ଆଇଏସ୍ ଦ୍ୱାରା ବନ୍ଧକ ହୋଇଥିବା ଫୋଟ ସାମ୍ୱାଦିକ ଜନ୍ କେଟଲି ଏହି ସ୍ତମ୍ଭ ଲେଖିଛନ୍ତି। ସେ ଲେଖିଛନ୍ତି ଯେ, ଆଉ ମାତ୍ର ବର୍ଷକ ମଧ୍ୟରେ ଆଇଏସ୍ ବିଶ୍ୱର ସବୁଠୁ ବିସ୍ଫୋରକ ଆତଙ୍କବାଦୀ ସଙ୍ଗଠନ ଭାବେ ଉଭା ହେବାକୁ ଯାଉଛି। ଏହା ଏକ ନୂତନ ରୂପ ନେବାକୁ ଯାଉଛି। ଯାହାକି କେହି କେବେ କଳ୍ପନା କରିନଥିବେ। ‘ଦ ପରଫେକ୍ଟ ଷ୍ଟ୍ରୋମ୍’ ଶୀର୍ଷକ ଏହି ସ୍ତମ୍ଭରେ କେଟଲି ଲେଖିଛନ୍ତି ଯେ, ବ୍ୟାଙ୍କରେ ଆଇଏସର ଅନେକ ଆରବ ଡଲାର ଜମା ରହିଛି। ଆଉ ସଙ୍ଗଠନ ଅର୍ଥ ଦେଇ ପାକିସ୍ତାନର କିଛି ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ କିଣି ନେଇଛି। ସେମାନେ ହିଁ ଆଇଏସକୁ ପରମାଣୁ ବୋମା ଯୋଗାଇ ଦେବେ।  ସୂଚନାଯୋଗ୍ୟ ଆଇଏସ୍ ଜନ୍ କେଟଲିଙ୍କୁ ବନ୍ଧକ ବନାଇ ରଖିଥିବା ବେଳେ ବିଭିନ୍ନ ସମୟରେ ପଶ୍ଚିମ ରାଷ୍ଟ୍ରକୁ ଧମକପୂର୍ଣ୍ଣ ସନ୍ଦେଶ ଦେବା ଲାଗି ବ୍ୟବହାର କରିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story