ବଦଳିଲା ଭୋଟ ଗଣତି ତାରିଖ, ଏହି ଦିନ ଆସିବ ରେଜଲ୍ଟ

ପୂର୍ବରୁ ଜୁନ୍‌ ୪ ତାରିଖରେ ଫଳାଫଳ ଆସିବ ବୋଲି ଘୋଷଣା ହୋଇଥିଲା। ତେବେ ଏହି ତାରିଖକୁ ଏବେ ପରିବର୍ତ୍ତନ କରାଯାଇଛି।

voting

Representational Image

Madhupriya Mistry
  • Published: Sunday, 17 March 2024
  • Updated: 17 March 2024, 04:32 PM IST

ବଦଳିଲା ଭୋଟ ଗଣତି ତାରିଖ। ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମରେ ହେବାକୁ ଥିବା ବିଧାନସଭା ନିର୍ବାଚନର ଭୋଟ ଗଣତି ତାରିଖ ପରିବର୍ତ୍ତନ କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ। ଏହି ଦୁଇ ରାଜ୍ୟରେ ଜୁନ୍ ୨ ତାରିଖରେ ଭୋଟ ଗଣତି ଅନୁଷ୍ଠିତ ହେବ।

ଶନିବାର ନିର୍ବାଚନ କାର୍ଯ୍ୟକ୍ରମ ଘୋଷଣା କରିବାବେଳେ ନିର୍ବାଚନ ଆୟୋଗ କହିଥିଲେ ଯେ ଲୋକସଭା ଏବଂ ଚାରିଟି ବିଧାନସଭା ନିର୍ବାଚନର ଫଳାଫଳ ଜୁନ୍‌ ୪ ତାରିଖରେ ଆସିବ। କିନ୍ତୁ ଆୟୋଗ ବର୍ତ୍ତମାନ ଏଥିରେ ପରିବର୍ତ୍ତନ କରିଛନ୍ତି। ବର୍ତ୍ତମାନ ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ୍ ବିଧାନସଭା ନିର୍ବାଚନର ରେଜଲ୍ଟ ଜୁନ୍ ୨ରେ ଘୋଷଣା ହେବ।

Also Read

କହିରଖୁ ଯେ, ଲୋକସଭା ନିର୍ବାଚନ ସମେତ ଅରୁଣାଚଳ ପ୍ରଦେଶ, ସିକ୍କିମ, ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।ଏପ୍ରିଲ ୧୯ରେ ସିକ୍କିମ ଏବଂ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ପଡିବ। ସେହି ଦିନ ଉଭୟ ରାଜ୍ୟରେ ଲୋକସଭା ନିର୍ବାଚନ ପାଇଁ ମଧ୍ୟ ମତଦାନ ହେବ। 

ତେବେ ପ୍ରଥମେ ଗୋଟିଏ ଦିନରେ ସମସ୍ତ ନିର୍ବାଚନର ଫଳାଫଳ ଆସିବ ବୋଲି କୁହାଯାଇଥିଲା। ଏବେ କିନ୍ତୁ ନିର୍ବାଚନ ଆୟୋଗ ଏହାକୁ ପରିବର୍ତ୍ତନ କରିଛନ୍ତି। ବର୍ତ୍ତମାନ ଏଠାରେ ବିଧାନସଭା ନିର୍ବାଚନର ଫଳାଫଳ ଲୋକସଭା ନିର୍ବାଚନ ଫଳାଫଳର ଦୁଇ ଦିନ ପୂର୍ବରୁ ଆସିବ। ଲୋକସଭା ଫଳାଫଳ କେବଳ ଜୁନ୍ ୪ତାରିଖ ଧାର୍ଯ୍ୟ ତାରିଖରେ ଆସିବ |

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story