ଜଳିଗଲା ୩୬ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍‌, ସାମ୍ନାକୁ ଆସିଲା ଭୟଙ୍କର ଦୃଶ୍ୟ

ଏହି ବସ୍‌ଟି ମୁମ୍ବାଇରୁ ପୁଣେ ଯାଉଥିଲା।

fire-broke-out-in-a-bus

ଘଟଣା ବେଳର ଦୃଶ୍ୟ

Madhupriya Mistry
  • Published: Saturday, 27 April 2024
  • Updated: 27 April 2024, 01:17 PM IST

Sports

Latest News

ଚାହୁଁ ଚାହୁଁ ଜଳି ଗଲା ଯାତ୍ରୀବାହୀ ବସ୍‌। ବସ୍‌ରେ ଥିଲେ ୩୬ ଯାତ୍ରୀ। ଏହି ପୂରା ଘଟଣା ଏକ ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସିଛି। ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମୁମ୍ବାଇ-ପୁଣେ ଏକ୍ସପ୍ରେସ୍‌ ଜାତୀୟ ରଜପଥରେ ଏକ ଘରୋଇ ବସ୍‌ରେ ଆଜି ସକାଳୁ ହଠାତ୍‌ ଅଗ୍ନିକାଣ୍ଡ ଘଟିଛି। ଏହି ବସ୍‌ଟି ମୁମ୍ବାଇରୁ ପୁଣେ ଯାଉଥିଲା। ତେବେ ହଠାତ୍‌ ବଡଗାଓଁ ପୁଲିସ ଥାନା ନିକଟରେ ଥିବା ଆଡେ ଗାଁରେ ପହଞ୍ଚିବା ପରେ ବସ୍‌ର ଟାୟର୍‌ ଫାଟି ଯାଇଥିଲା।

Also Read

ପରେ ବସ୍‌ରେ ସଟ୍ ସର୍କିଟ୍ ହୋଇ ଏଥିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ତେବେ କୌଣସି ଅଘଟଣ ଘଟିବା ପୂର୍ବରୁ ବସ୍‌ରେ ଥିବା ସମସ୍ତ ଯାତ୍ରୀ ତଳକୁ ଓହ୍ଲାଇ ଆସିଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି।

ବସ୍‌ରେ ନିଆଁ ଲାଗିଥିବା ସୂଚନା ପାଇବା ମାତ୍ରେ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବା ଆରମ୍ଭ କରିଥିଲେ। ବସ୍‌ରେ ନିଆଁ ଲାଗିବା କାରଣରୁ ମୁମ୍ବାଇ ପୁଣେ ଏକ୍ସପ୍ରେସ ରାଜପଥରେ ଯାତାୟାତ ବନ୍ଦ ହୋଇଯାଇଥିଲା। ଏହି ପୂରା ଘଟଣାର ଦୃଶ୍ୟ ସାମ୍ନାକୁ ଆସିଛି। ଭିଡିଓରେ ବସ୍‌ଟି ଭୟଙ୍କର ଭାବେ ହୁ ହୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି। ତେବେ ନିଆଁକୁ ଆୟତ୍ତ କରିବା ପରେ ଜାତାୟତ ସ୍ୱାଭାବିକ ହୋଇଥିବା ପୁଲିସ ସୂଚନା ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story