ଭିଡିଓ ଶେୟାର କରି ଭୁଲ କରିଥିବା ସୁପ୍ରିମକୋର୍ଟଙ୍କୁ କହିଲେ ଅରବିନ୍ଦ କେଜ୍ରିୱାଲ

କେଜ୍ରିୱାଲଙ୍କ ପାଇଁ ପକ୍ଷ ରଖୁଥିବା ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭୀ କହିଛନ୍ତି, “ମୁଁ ଏତିକି କହି ପାରିବି ଯେ ରି-ଟ୍ୱିଟ କରି ମୁଁ ଭୁଲ କରିଛି।”

Arvind Kejriwal

ଅରବିନ୍ଦ କେଜ୍ରିୱାଲ (ଫାଇଲ ଫଟୋ)

Hemant Lenka
  • Published: Monday, 26 February 2024
  • Updated: 26 February 2024, 05:36 PM IST

Sports

Latest News

ବିଜେପି ଆଇଟି ସେଲ୍‌ ଉପରେ ୟୁଟ୍ୟୁବର ଧ୍ରୁବ ରାଠୀ ତିଆରି କରିଥିବା ଗୋଟିଏ ଭିଡିଓକୁ ରି-ଟ୍ୱିଟ କରି ଭୁଲ ମାଗିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ରାଠୀ ପ୍ରସ୍ତୁତ କରିଥିବା ତଥାକଥିତ ‘ସମ୍ମାନହାନୀ’ ଭିଡିଓକୁ କେଜ୍ରିୱାଲ ରି-ଟ୍ୱିଟ କରି ଭୁଲ କରିଥିବା ସୁପ୍ରିମକୋର୍ଟଙ୍କୁ କହିଛନ୍ତି।

ଭିଡିଓ ଶେୟାର କରିଥିବାରୁ କେଜ୍ରିୱାଲଙ୍କ ନାଁରେ ଅପରାଧିକ ମାନହାନୀ କେସ୍‌ ହୋଇଥିଲା। ଏଥିପାଇଁ ତାଙ୍କ ବିରୋଧରେ ଜାରି ହୋଇଥିବା ସମନକୁ ଦିଲ୍ଲୀ ହାଇକୋର୍ଟ କାଏମ ରଖିଥିଲେ। ଏହା ବିରୋଧରେ କେଜ୍ରିୱାଲ ସୁପ୍ରିମକୋର୍ଟ ଯାଇଥିଲେ।

Also Read

ଆଜି ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ କୌଣସି ନୋଟିସ ଜାରି କରି ନାହାନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ କ୍ଷମା ମାଗିଥିବାରୁ ଅଭିଯୋଗକାରୀ ମାମଲା ବନ୍ଦ କରିବାକୁ ଚାହୁଁଛନ୍ତି କି ପ୍ରଶ୍ନ ପଚାରିଛନ୍ତି।

ସେହିପରି ଟ୍ରାଏଲ କୋର୍ଟ କେଜ୍ରିୱାଲଙ୍କ ସହ ଜଡ଼ିତ ମାନହାନୀ କେସ୍‌ର ବିଚାର ମାର୍ଚ୍ଚ ୧୧ ଯାଏ ନ କରିବାକୁ ମଧ୍ୟ ସର୍ବୋଚ୍ଚ ଅଦାଲତ କହିଛନ୍ତି।

ଫେବୃଆରୀ ୫ ତାରିଖ ରାୟରେ ହାଇକୋର୍ଟ ଭିତ୍ତିହୀନ ତଥ୍ୟ ବା ଭିଡିଓକୁ ରି-ପୋଷ୍ଟ କରିବା ଘଟଣାରେ ମଧ୍ୟ ମାନହାନୀ ଲାଗି ପାରିବ। ସେହି ଆଧାରରେ କେଜ୍ରିୱାଲଙ୍କୁ କରାଯାଇ ଥିବା ସମନକୁ କାଏମ ରଖାଯାଇଥିଲା।

ଆବେଦନକାରୀ ବିକାଶ ଏସ୍‌ ଦାବି କରିଛନ୍ତି ଯେ ବିଜେପି ଆଇଟି ସେଲ୍‌ ପାର୍ଟ ୨ ଶୀର୍ଷକ ୟଟ୍ୟୁବ ଭିଡିଓ ରାଠୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି। ଏଥିରେ ଅନେକ ମିଥ୍ୟା ଓ ମାନହାନୀ କରିବା ଭଳି ଅଭିଯୋଗ କରାଯାଇଛି। ଏହାକୁ କେଜ୍ରିୱାଲ ଶେୟାର କରିଥିବାରୁ ସେ ତାଙ୍କ ବିରୋଧରେ ମାମଲା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story