ଜାମ୍ମୁ କାଶ୍ମୀରରେ ଏନକାଉଣ୍ଟର: ଜଣେ ଆତଙ୍କୀ ନିପାତ

ଜାମ୍ମୁ କାଶ୍ମୀରର ରଜୌରୀରେ ସୁରକ୍ଷାବାହିନୀ-ଆତଙ୍କୀ ମଧ୍ୟରେ ଗୁଳିବିନିମୟ। ଜଣେ ଆତଙ୍କବାଦୀ ନିପାତ।

Representative Image

ଜାମ୍ମୁ କାଶ୍ମୀରରେ ସର୍ଚ୍ଚ ଅପରେସନ୍ ସମୟର ପ୍ରତିକାତ୍ମକ ଚିତ୍ର

Debibandita Barick
  • Published: Sunday, 06 August 2023
  • Updated: 06 August 2023, 09:02 AM IST

Sports

Latest News

ଜାମ୍ମୁ କାଶ୍ମୀରର ରଜୌରୀରେ ସୁରକ୍ଷାବାହିନୀ-ଆତଙ୍କୀ ମଧ୍ୟରେ ଗୁଳିବିନିମୟ। ଜଣେ ଆତଙ୍କବାଦୀ ନିପାତ। ଦିନକ ପୂର୍ବରୁ ଏଠାରେ 3 ଯବାନ ଶହୀଦ ହୋଇଥିଲେ। ସୁରକ୍ଷାବାହିନୀ ତୁରନ୍ତ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ କରି ଜଣେ ଆତଙ୍କୀକୁ ନିପାତ କରିଛନ୍ତି। ରଜୌରୀ ଜିଲ୍ଲାର ବୁଦ୍ଧଲ ଅଞ୍ଚଳର ଗୁଦ୍ଧ-ଖୱାସ ଅଞ୍ଚଳରେ ଏହି ଗୁଳିବିନିମୟ ହୋଇଥିଲା।

Also Read

ବିଶେଷ ସୂତ୍ରରୁ ଖବର ପାଇ ଗତକାଲି ସେନାର ରାଷ୍ଟ୍ରିୟ ରାଇଫଲ୍ସ ଏବଂ ଜାମ୍ମୁ କାଶ୍ମୀର ପୁଲିସ ମିଳିତ ଭାବେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଜଣେ ଅଧିକାରୀ କହିଛନ୍ତି ଯେ, ଏହି ଏନକାଉଣ୍ଟର ଖୁବ୍ କଷ୍ଟଦାୟକ ଥିଲା। କାରଣ ଉକ୍ତ ଅଞ୍ଚଳ ଜଙ୍ଗଲ-ପାହାଡରେ ଆଚ୍ଛନ୍ନ ଥିଲା। ରାଷ୍ଟ୍ରିୟ ରାଇଫଲ୍ସର ଏକ ଅତିରିକ୍ତ ସୈନ୍ୟବାହିନୀ ଏକତ୍ରିତ ହୋଇ ସେଠାରେ ଯାଇ ପହଞ୍ଚିଥିଲେ। ବାୟୁସେନା ହେଲିକପ୍ଟର ସାହାଯ୍ୟରେ ସ୍ୱତନ୍ତ୍ର ବାହିନୀ ସେଠାକୁ ଯାଇଥିଲେ। ଏହି ଅପରେସନରେ ଉଚ୍ଚମାନର ଯନ୍ତ୍ରକୌଶଳ ବ୍ୟବହାର କରାଯାଇଥିଲା।

ଏହାର ଗୋଟିଏ ଦିନ ପୂର୍ବରୁ ଜାମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀଙ୍କ ସହ ହୋଇଥିବା ଗୁଳିବିନିମୟରେ ତିନି ଜଣ ଯବାନ ଶହୀଦ ହୋଇଥିଲେ। ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାର ହଲାନ ଜଙ୍ଗଲ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ସମୟରେ ହମଲା କରିଥିଲେ ଆତଙ୍କବାଦୀ। ଏଥିରେ 3 ଜଣ ଯବାନ ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ଜୀବନ ଚାଲିଯାଇଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story