୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ କୁଳପତି ଗିରଫ

୬୩ ବର୍ଷୀୟ ଡି ରବୀନ୍ଦ୍ର ଡାଚେପଲ୍ଲୀଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି।

D Ravinder Dachepalli

କୁଳପତି ଡି ରବୀନ୍ଦ୍ର ଡାଚେପଲ୍ଲୀ

Jitendra Garnayak
  • Published: Sunday, 18 June 2023
  • Updated: 18 June 2023, 10:09 AM IST

Sports

Latest News

ତେଲେଙ୍ଗାନା ବିଶ୍ୱବିଦ୍ୟାଳୟର କୁଳପତି ଡି ରବୀନ୍ଦ୍ର ଡାଚେପଲ୍ଲୀଙ୍କୁ ଗିରଫ କରାଯାଇଛି। ସେ ହାଇଦ୍ରାବାଦ ସ୍ଥିତ ତାଙ୍କ ଘରେ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦୁର୍ନୀତି ନିବାରଣ ଅଧିକାରୀମାନଙ୍କ ଦ୍ୱାରା ଧରାପଡ଼ିଥିଲେ।

୬୩ ବର୍ଷୀୟ ଡି ରବୀନ୍ଦ୍ର ଡାଚେପଲ୍ଲୀଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି। ସେ ଦସାରୀ ଶଙ୍କର ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଏହି ଟଙ୍କା ଗ୍ରହଣ କରିଥିଲେ। ଦସାରୀ ଶଙ୍କର ଭୀମଗଲର ବାସିନ୍ଦା। ତାଙ୍କର ସେଠାରେ ଏକ କଲେଜ ଅଛି। ତାଙ୍କ କଲେଜ ପାଇଁ ଏକ ପରୀକ୍ଷା କେନ୍ଦ୍ର ଆବଣ୍ଟିତ କରିବାକୁ କୁଳପତି ଡି ରବୀନ୍ଦ୍ର ଡାଚେପଲ୍ଲୀ ତାଙ୍କୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

Also Read

ନିକଟରେ ତେଲେଙ୍ଗାନା ବିଶ୍ୱବିଦ୍ୟାଳୟରେ ରେଜିଷ୍ଟ୍ରାର ନିଯୁକ୍ତିକୁ ନେଇ ବିବାଦ ଦେଖାଯାଇଥିଲା। ରେଜିଷ୍ଟ୍ରାର ନିଯୁକ୍ତକୁ ନେଇ କୁଳପତି ଓ କାର୍ଯ୍ୟନିର୍ବାହୀ କମିଟି ମୁହାଁମୁହିଁ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story