'ଗୋପାଳ ଅର୍ଥୋପେଡିକ ରୋଗୀ'

ନବ ଦାସଙ୍କ ହତ୍ୟାକାଣ୍ତକୁ ପାଖା ପାଖି ୨୦ ଦିନ ବିତି ଯାଇଛି। ଏବେ ଯାଏ ପ୍ରକୃତ କଥା ପଦାକୁ ଆଣି ପାରିନି ପୁଲିସ୍‌। ଯାହାକୁ ନେଇ ଦିନକୁ ଦିନ ଅନେକ ରହସ୍ୟ ଘନିଭୂତ ହେବାକୁ ଲାଗିଛି। ସେପଟେ ଆଜି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି ଯେ ବୁର୍ଲା ମେଡିକାଲ କଲେଜରେ ଅର୍ଥୋପେଡି ବିଭାଗରେ ଚିକିତ୍ସିତ ହେଉଥିଲା ଗୋପାଳ, ମାନସିକ ସମସ୍ୟା ନେଇ କୌଣସି ପ୍ରମାଣ ନାହିଁ। ପୁଲିସ ର ତଦନ୍ତ କେବଳ ଗୋପାଳର ଆଖ ପାଖରେ ଘୁରି ବୁଲୁଛି। ଏହା ଆଗକୁ ଯାଇ ପାରୁନି ବୋଲି ଅଭିଯୋଗ ଆଣିଛନ୍ତି ବିଜୟ ମହାପାତ୍ର।

Manoj Swain
  • Published: Friday, 17 February 2023
  • Updated: 17 February 2023, 06:37 PM IST

Sports

Latest News

ନବ ଦାସଙ୍କ ହତ୍ୟାକାଣ୍ତକୁ ପାଖା ପାଖି ୨୦ ଦିନ ବିତି ଯାଇଛି। ଏବେ ଯାଏ ପ୍ରକୃତ କଥା ପଦାକୁ ଆଣି ପାରିନି ପୁଲିସ୍‌। ଯାହାକୁ ନେଇ ଦିନକୁ ଦିନ ଅନେକ ରହସ୍ୟ ଘନିଭୂତ ହେବାକୁ ଲାଗିଛି। ସେପଟେ ଆଜି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି ଯେ ବୁର୍ଲା ମେଡିକାଲ କଲେଜରେ ଅର୍ଥୋପେଡି ବିଭାଗରେ ଚିକିତ୍ସିତ ହେଉଥିଲା ଗୋପାଳ, ମାନସିକ ସମସ୍ୟା ନେଇ କୌଣସି ପ୍ରମାଣ ନାହିଁ। ପୁଲିସ ର ତଦନ୍ତ କେବଳ ଗୋପାଳର ଆଖ ପାଖରେ ଘୁରି ବୁଲୁଛି। ଏହା ଆଗକୁ ଯାଇ ପାରୁନି ବୋଲି ଅଭିଯୋଗ ଆଣିଛନ୍ତି ବିଜୟ ମହାପାତ୍ର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos