ଆକ୍ସନ ନେବା ପାଇଁ ନବୀନଙ୍କ ସାହସ ଅଛି ତ?

ବିଜେପି ପଚାରିଲା ପାଣ୍ଡିଆନଙ୍କ ବିରୋଧରେ ଆକ୍ସନ ପାଇଁ ସାହସ ଅଛି ତ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସଚିବଙ୍କ ବିରୋଧରେ ଆକ୍ସନ ନେବେ ତ? ମୋହନ ମାଝୀ କହିଲେ ତୁରନ୍ତ ୫-ଟି ସଚିବଙ୍କୁ ବହିଷ୍କାର ବା ନିଲମ୍ବନ କର। ବିଜେପିକୁ ଅତନୁ ପଢ଼ାଇଲେ ପାଠ, ଦିଲ୍ଲୀ ଦୌଲତାବାଦ ନଯାଇ ଲୋକଙ୍କ ପାଖକୁ ଯାଅ। ୫-ଟି ସଚିବ, ଉନ୍ନୟନ କମିଶନର, ମୁଖ୍ୟ ଶାସନ ସଚିବ ଯିବା ଦ୍ୱାରା ଲୋକେ ଖୁସି ଅଛନ୍ତି। ଆମର ନବୀନ ଅଛନ୍ତି ତୁମ କ୍ୟାପଟେନ କିଏ ବୋଲି ପଚାରିଲେ ଅତନୁ।

Debendra Prusty
  • Published: Thursday, 29 June 2023
  • Updated: 29 June 2023, 12:48 PM IST

Sports

Latest News

ବିଜେପି ପଚାରିଲା ପାଣ୍ଡିଆନଙ୍କ ବିରୋଧରେ ଆକ୍ସନ ପାଇଁ ସାହସ ଅଛି ତ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସଚିବଙ୍କ ବିରୋଧରେ ଆକ୍ସନ ନେବେ ତ?  ମୋହନ ମାଝୀ କହିଲେ ତୁରନ୍ତ  ୫-ଟି ସଚିବଙ୍କୁ ବହିଷ୍କାର ବା ନିଲମ୍ବନ କର। ବିଜେପିକୁ ଅତନୁ ପଢ଼ାଇଲେ ପାଠ, ଦିଲ୍ଲୀ ଦୌଲତାବାଦ ନଯାଇ ଲୋକଙ୍କ ପାଖକୁ ଯାଅ। ୫-ଟି ସଚିବ, ଉନ୍ନୟନ କମିଶନର, ମୁଖ୍ୟ ଶାସନ ସଚିବ ଯିବା ଦ୍ୱାରା ଲୋକେ ଖୁସି ଅଛନ୍ତି। ଆମର ନବୀନ ଅଛନ୍ତି ତୁମ କ୍ୟାପଟେନ କିଏ ବୋଲି ପଚାରିଲେ ଅତନୁ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos