ଓଡ଼ିଶାର ସିମ୍‌ ପାକିସ୍ତାନ ଆଇଏସ୍‌ଆଇ ବ୍ୟବହାର କରୁଛି, ଆଉଜଣେ ଆସାମୀ ଗିରଫ

ଏହି ସବୁ ପ୍ରି ଆକଟିଭେଟଡ୍ ସିମ୍ ଏବଂ ୱାଲେଟ ଭିତରୁ କିଛି ସିମ୍ ପାକିସ୍ତାନ କରାଚି ଏବଂ ବାଲୁଚିସ୍ତାନରୁ ବ୍ୟବହାର ହେଉଥିବା ଓ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ବ୍ୟବହାର କରୁଥିବା ତଦନ୍ତ ବେଳେ ଜାଣିବାକୁ ପାଇଛି କ୍ରାଇମବ୍ରାଞ୍ଚ ।

accused arrested PhotoOR

ଗିରଫ ଅଭିଯୁକ୍ତ

Niranjan Mishra
  • Published: Thursday, 08 June 2023
  • Updated: 08 June 2023, 05:16 PM IST

Sports

Latest News

ପାକିସ୍ତାନ ଇଣ୍ଟେଲିଜେନସ୍ ଅପରେଟିଭ ଏବଂ ସାଇବର କ୍ରିମିନାଲଙ୍କୁ ସିମ୍ ଏବଂ ୱାଲେଟ ବିକ୍ରି କରିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ କବଜାରେ ଆଉ ଜଣେ ଅଭିଯୁକ୍ତ। ଏହି ଅଭିଯୁକ୍ତ ପ୍ରଦ୍ୟୁମ୍ନ ସାହୁକୁ ନୟାଗଡ଼ରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ।

ପୂର୍ବରୁ ଗିରଫ ଅଭିଯୁକ୍ତ ତଥା ମାଷ୍ଟର ମାଇଣ୍ଡ ପଠାଣି ସାମନ୍ତ ଲେଙ୍କାକୁ ପ୍ରଦ୍ୟୁମ୍ନ ୫୦୦ରୁ ଅଧିକ ପ୍ରିଆକ୍ଟିଭେଟେଡ୍ ସିମ୍ ଓ ୧୫୦ରୁ ଅଧିକ ୱାଲେଟ ଦେଇଥିଲା। ପ୍ରଦ୍ୟୁମ୍ନ ପୂର୍ବରୁ କିଛି ଘରୋଇ ମୋବାଇଲ ସର୍ଭିସ ପ୍ରୋଭାଇଡର ସଂସ୍ଥା ପାଇଁ ସେଲ୍ସ୍ ଏକଜିକୁଟିଭ ଭାବେ କାମ କରୁଥିଲା। ଏହି ସବୁ ପ୍ରି ଆକଟିଭେଟଡ୍ ସିମ୍ ଏବଂ ୱାଲେଟ ଭିତରୁ କିଛି ସିମ୍ ପାକିସ୍ତାନର କରାଚି, ବାଲୁଚିସ୍ତାନରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ବ୍ୟବହାର କରୁଥିବା ତଦନ୍ତ ବେଳେ ଜାଣିବାକୁ ପାଇଛି କ୍ରାଇମବ୍ରାଞ୍ଚ ।

Also Read

ତଦନ୍ତ ବେଳେ ଜଣାପଡିଥିଲା ଯେ ଗିରଫ ଅଭିଯୁକ୍ତ ସିମ୍ ଗ୍ରାହକ ନାଁ’ରେ ଏକାଧିକ ସିମ ହାତଉଥିଲା। ତଦନ୍ତକାରୀ ସଂସ୍ଥା ଏନେଇ ୱାଲେଟ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଚିଠି ଲେଖିଛି । ପୂର୍ବରୁ ଏହି ଲିଙ୍କରେ ଏସଟିଏଫ୍ ତିନି ଜଣଙ୍କୁ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story