ବନ୍ୟା ପାଣିରେ ଭାସିଗଲେ ୩୨ ଘଡ଼ିଆଳ କୁମ୍ଭୀର ଛୁଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବନ୍ୟା ପାଣିରେ ଭାସିଗଲେ ପ୍ରାୟ ୩୨ ଘଡ଼ିଆଳ ଛୁଆ। ଏହି ଘଡ଼ିଆଳ କୁମ୍ଭୀର ପାଇଁ ମହାନଦୀ ବନ୍ୟାଜଳ ଆଣିଛି ବିପଦ। କୁମ୍ଭୀର ପାଇଁ ବିଶ୍ୱ ପ୍ରସିଦ୍ଧ ଅନୁଗୋଳ ଟିକରପଡ଼ାସ୍ଥିତ ମହାନଦୀର ସାତକୋଶିଆ ଗଣ୍ଡର ଘଡ଼ିଆଳ ପ୍ରଜନନ ସ୍ଥଳରୁ ଏଗୁଡ଼ିକ ଭାସି ଯାଇଛନ୍ତି। ଏନେଇ ଆଶଙ୍କା ପ୍ରକାଶ କରିଛନ୍ତି ପରିବେଶବିତ୍ ଓ ସାତକୋଶିଆ ଡିଏଫ୍ଓ। ଗତ ମେ ମାସରେ ଏହି ୩୨ଟି ଘଡ଼ିଆଳ ଛୁଆ ଏଠାରେ ଜନ୍ମ ନେଇଥିଲେ। ଏହାକୁ ନେଇ ପରିବେଶବିତ ଓ ସ୍ଥାନୀୟ […]

crocodile

crocodile

Niranjan Mishra
  • Published: Sunday, 21 August 2022
  • Updated: 21 August 2022, 04:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବନ୍ୟା ପାଣିରେ ଭାସିଗଲେ ପ୍ରାୟ ୩୨ ଘଡ଼ିଆଳ ଛୁଆ। ଏହି ଘଡ଼ିଆଳ କୁମ୍ଭୀର ପାଇଁ ମହାନଦୀ ବନ୍ୟାଜଳ ଆଣିଛି ବିପଦ। କୁମ୍ଭୀର ପାଇଁ ବିଶ୍ୱ ପ୍ରସିଦ୍ଧ ଅନୁଗୋଳ ଟିକରପଡ଼ାସ୍ଥିତ ମହାନଦୀର ସାତକୋଶିଆ ଗଣ୍ଡର ଘଡ଼ିଆଳ ପ୍ରଜନନ ସ୍ଥଳରୁ ଏଗୁଡ଼ିକ ଭାସି ଯାଇଛନ୍ତି। ଏନେଇ ଆଶଙ୍କା ପ୍ରକାଶ କରିଛନ୍ତି ପରିବେଶବିତ୍ ଓ ସାତକୋଶିଆ ଡିଏଫ୍ଓ।

ଗତ ମେ ମାସରେ ଏହି ୩୨ଟି ଘଡ଼ିଆଳ ଛୁଆ ଏଠାରେ ଜନ୍ମ ନେଇଥିଲେ। ଏହାକୁ ନେଇ ପରିବେଶବିତ ଓ ସ୍ଥାନୀୟ ବାସିନ୍ଦା ଉଦବେଗ ପ୍ରକାଶ କରିଛନ୍ତି଼।

ପରିଚାଳନାଗତ ତ୍ରୁଟି, ନଦୀଜଳ ପ୍ରଦୂଷଣ, ପରିବେଶ ଅସନ୍ତୁଳନ ସାଙ୍ଗକୁ ବନ୍ୟାଜଳ ଆସିବା ପୂର୍ବରୁ ଏହି ଘଡ଼ିଆଳ ଶାବକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରା ନ ଯିବା ସେମାନଙ୍କ ଭାସିଯିବା ଓ ବଂଶ ବୃଦ୍ଧି ନ ହେବାର ପ୍ରମୁଖ କାରଣ ବୋଲି ପରିବେଶବିତଙ୍କ ମତ ଦେଇଛନ୍ତି।

ଗତବର୍ଷ ମଧ୍ୟ ସାତକୋଶିଆ ଗଣ୍ଡ ପ୍ରଜନନସ୍ଥଳରେ ୨୮ ଘଡ଼ିଆଳ ଶାବକ ଜନ୍ମ ନେଇଥିଲେ। ହେଲେ ବନ୍ୟା ପାଣି ସେମାନଙ୍କୁ ଭସାଇ ନେଇଥିଲା।

ସାତକୋଶିଆ ଡିଏଫ୍ଓ ସରୋଜ ପଣ୍ଡା କହିଛନ୍ତି, ମହାନଦୀରେ ବନ୍ୟାଜଳରେ ଭାସି ଯାଇଥିବା ଘଡ଼ିଆଳ ଶାବକ ମଧ୍ୟରୁ କିଛି ଶାବକଙ୍କୁ ଉଦ୍ଧାର କରାଯାଇଛି। ଏବେ ସବୁଆଡ଼େ ବନ୍ୟାପାଣି ମାଡ଼ିଯାଇଛି। ତେଣୁ ଆଉ କିଛି କୁମ୍ଭୀର ଶାବକ ଭାସି ଯିବାର ଆଶଙ୍କା ମଧ୍ୟ ରହିଛି। ପାଣି କମିବା ପରେ ବିଭାଗ ପକ୍ଷରୁ ସର୍ଚ୍ଚ ଅପରେସନ କରାଯିବ। ସେମାନଙ୍କୁ ଏବେ ପ୍ରକୃତି ସହ ଲଢ଼େଇ କରି ବଞ୍ଚି ରହିବା ନିମନ୍ତେ ଶକ୍ତି ଆହରଣ କରିବାର ସୁଯୋଗ ଦିଆଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story