ଡିଏନଏ କହିବ ରକ୍ତ ସମ୍ପର୍କ

ଆଜି ଭୁବନେଶ୍ୱର ଏମସରେ ଏକ ଡିଏନଏ ଟେଷ୍ଟିଂ ସେଂଟର ଖୋଲିଛି, ଯେଉଁଠି ସମ୍ପର୍କୀୟମାନେ ନିଜର ଡିଏନଏ ନମୂନା ପରୀକ୍ଷା କରିପାରିବେ ।

Manoj Swain
  • Published: Tuesday, 06 June 2023
  • Updated: 06 June 2023, 05:58 PM IST

Sports

Latest News

ବାଲେଶ୍ୱର ଜିଲ୍ଲାର ବାହାନଗା ଭୟାବହ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଏବେବି ବହୁତ ଯାତ୍ରୀଙ୍କ ପରିଚୟ ମିଳିପାରିନି । ଭୁବନେଶ୍ୱରର ୬ଟି ହସ୍ପିଟାଲରେ ଏହି ଶବକୁ ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷିତ କରି ରଖାଯାଇଛି ଓ ସେମାନଙ୍କ ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ରେଳବାଇ ବିଭାଗ ପକ୍ଷରୁ ୮ଟି ରାଜ୍ୟରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ତେବେ ବାୟୋମେଟ୍ରିକ ଡିଭାଇସ୍ ସ୍କାନିଂ(ଆଧାର)କୁ ଉପଯୋଗ କରି କାହିଁକି ଶବ ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉନି ସେ ନେଇ ସାଧାରଣରେ ଚର୍ଚ୍ଚା ଚାଲିଥିବାବେଳେ ଆଜି ଭୁବନେଶ୍ୱର ଏମସରେ ଏକ ଡିଏନଏ ଟେଷ୍ଟିଂ ସେଂଟର ଖୋଲିଛି, ଯେଉଁଠି ସମ୍ପର୍କୀୟମାନେ ନିଜର ଡିଏନଏ ନମୂନା ପରୀକ୍ଷା କରିପାରିବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos