ନିର୍ଦ୍ଦୟ ମାଲିକ; ପିଟି ପିଟି ନାବାଳିକାର ହାତ ଭାଙ୍ଗିଦେଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମରିଗଲା ମାନବିକତା । ହଜିଗଲା ମଣିଷପଣିଆ  । ଜଣେ ଗରୀବ ଶ୍ରେଣୀର ନାବାଳିକାକୁ ଘର କାମରେ ସହାୟତା ନିମନ୍ତେ ରଖି ଦେଲେ ଅକଥନୀୟ  ନିର୍ଯାତନା। ଏପରିକି ପ୍ରବଳ ଖଟାଇବା ସହ ସାମାନ୍ୟ ଭୁଲରେ ନାବାଳିକାଟିକୁ ଗୋରୁ ଗାଇ ପରି ପିଟିବାକୁ ପଛାଇଲେ ନାହିଁ। ମାଲିକ ମାଡ଼ରେ ପିଲାଟିର ହାତ ଭାଙ୍ଗି ଯାଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଏପରି ଅଭାବନୀୟ, ଅମାନବୀୟ ଘଟଣା ରାଜଧାନୀ ଛାତି ଉପରେ ଘଟିଥିବା […]

minor girl

minor girl

Niharika Rout
  • Published: Wednesday, 07 December 2022
  • Updated: 07 December 2022, 08:40 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମରିଗଲା ମାନବିକତା । ହଜିଗଲା ମଣିଷପଣିଆ  । ଜଣେ ଗରୀବ ଶ୍ରେଣୀର ନାବାଳିକାକୁ ଘର କାମରେ ସହାୟତା ନିମନ୍ତେ ରଖି ଦେଲେ ଅକଥନୀୟ  ନିର୍ଯାତନା। ଏପରିକି ପ୍ରବଳ ଖଟାଇବା ସହ ସାମାନ୍ୟ ଭୁଲରେ ନାବାଳିକାଟିକୁ ଗୋରୁ ଗାଇ ପରି ପିଟିବାକୁ ପଛାଇଲେ ନାହିଁ।

ମାଲିକ ମାଡ଼ରେ ପିଲାଟିର ହାତ ଭାଙ୍ଗି ଯାଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଏପରି ଅଭାବନୀୟ, ଅମାନବୀୟ ଘଟଣା ରାଜଧାନୀ ଛାତି ଉପରେ ଘଟିଥିବା ବେଳେ ପୁଲିସ୍‌ ଏହି ନିର୍ଦ୍ଦୟ ଘର ମାଲିକଙ୍କୁ ଗିରଫ କରିଛି।

ଏଭଳି ଘଟଣା ରାଜଧାନୀର ସାଲିଆ ସାହି ଅଞ୍ଚଳରେ ଘଟିଛି। । ସାଲିଆ ସାହିର ଜଣେ ୧୧ ବର୍ଷୀୟ ନାବାଳିକାକୁ ଜଣେ ବ୍ୟକ୍ତି ଘରୋଇ ସହାୟିକା ଭାବେ ରଖିଥିଲେ। ହେଲେ ବ୍ୟକ୍ତିଜଣକ ପିଲାଟିକୁ  ପ୍ରବଳ ଖଟାଇବା ସହ ପ୍ରବଳ ମାଡ଼ ବି ମାରୁଥିଲେ।

ଏପରିକି  ନିର୍ଯାତନା ଦିନକୁ ଦିନ ସୀମା ଟପିବାରେ ଲାଗିଥିବା ବେଳେ ବ୍ୟକ୍ତିଜଣକ ଲୁହାରଡ଼ରେ ପିଟି ପିଟି ପିଲାଟିର ହାତ ଭାଙ୍ଗି ଦେଇଛନ୍ତି। ସେତିକିରେ ତାଙ୍କ ମନ ବୁଝିଲାନି ଯେ ସେ ପିଲାଟିକୁ ରକ୍ତାକ୍ତ ଅବସ୍ଥାରେ ନୟାପଲ୍ଲୀ ରାସ୍ତା କଡ଼ରେ ଫୋପାଡ଼ି ଦେଇଥିଲେ।

ସ୍ଥାନୀୟ ଲୋକେ ପିଲାଟିକୁ ଉଦ୍ଧାର କରି ଚାଇଲ୍ଡ ଲାଇନକୁ ଖବର ଦେଇଥିଲେ  । ଗୁରୁତର ନାବାଳିକାକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି  । ଏନେଇ ଚାଇଲ୍ଡଲାଇନ ପକ୍ଷରୁ ଥାନାରେ ଏତଲା ପରେ ପୁଲିସ୍‌ ସଂପୃକ୍ତ ଘର ମାଲିକକୁ ଗିରଫ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story