୧୦ବର୍ଷରେ ଓଡ଼ିଶାର ରେଳ ଅନୁଦାନ ବଢ଼ିଛି ୧୨ଗୁଣ, ବଜେଟରେ କ’ଣ ଅଛି ଓଡ଼ିଶା ପାଇଁ ଜାଣନ୍ତୁ

୧୦ବର୍ଷ ମଧ୍ୟରେ ଓଡ଼ିଶାକୁ ରେଳ ଅନୁଦାନ ୧୨ଗୁଣ ବୃଦ୍ଧି ପାଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶାକୁ ରେଳ ଅନୁଦାନ ୧୦,୦୧୨କୋଟି ଟଙ୍କା ଆବଣ୍ଟିତ ହୋଇଥିବାବେଳେ ୨୦୧୩-୧୪ରେ ଏହି ପରିମାଣ ମାତ୍ର ୮୧୨କୋଟି ଟଙ୍କା ଥିଲା ।

Train PhotoET Infra

Train

Ordigital Desk
  • Published: Saturday, 04 February 2023
  • Updated: 04 February 2023, 09:47 AM IST

Sports

Latest News

୧୦ବର୍ଷ ମଧ୍ୟରେ ଓଡ଼ିଶାକୁ ରେଳ ଅନୁଦାନ ୧୨ଗୁଣ ବୃଦ୍ଧି ପାଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶାକୁ ରେଳ ଅନୁଦାନ ୧୦,୦୧୨କୋଟି ଟଙ୍କା ଆବଣ୍ଟିତ ହୋଇଥିବାବେଳେ ୨୦୧୩-୧୪ରେ ଏହି ପରିମାଣ ମାତ୍ର ୮୧୨କୋଟି ଟଙ୍କା ଥିଲା । ଓଡ଼ିଶା ପାଇଁ ଚଳିତଥର ରେକର୍ଡ ପରିମାଣର ଅର୍ଥ ଆବଣ୍ଟନ ହୋଇଛି ତଥା ଓଡ଼ିଶାର କଳା,ସଂସ୍କୃତି ଆଦିର ପ୍ରଚାର-ପ୍ରସାର ଦିଗରେ ମଧ୍ୟ ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି ।

ରେଳବାଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ ଓଡ଼ିଶାକୁ ରେଳ ଅନୁଦାନ ବାବଦରେ ୮୪୦୦କୋଟି ଟଙ୍କା ଆବଣ୍ଟନ କରିବାକୁ ରାଜ୍ୟ ସରକାର ଦାବି କରିଥିବାବେଳେ କେନ୍ଦ୍ର ସରକାର ଉକ୍ତ ଦାବିର ପ୍ରାୟ ୨୦ ପ୍ରତିଶତ ଅଧିକ ଅର୍ଥ ଆବଣ୍ଟନ କରିଛନ୍ତି । ରେଳ ବଜେଟରେ ନୂଆଲାଇନ୍ , ଦୋହରିକରଣ ଓ ଗଜ ପରିବର୍ତ୍ତନର ମୋଟ ୩୭ଟି ପ୍ରକଳ୍ପରେ ୪୬୪୩କିମିର କାର୍ଯ୍ୟ ହାତକୁ ନିଆଯାଇଛି ।

ବହୁଚର୍ଚ୍ଚିତ ଖୋର୍ଦ୍ଧା-ବଲାଙ୍ଗିର ରେଳ ମାର୍ଗ ନିମନ୍ତେ ୧୫୯୯.୫୦କୋଟି ଟଙ୍କା ଆବଣ୍ଟନ ହୋଇଥିବାବେଳେ ନୂତନ ଜନଜାତୀୟ ଗୌରବ କରିଡରରେ ଓଡ଼ିଶା ପାଇଁ ୨୮୪କୋଟି ଟଙ୍କା, ନୂତନ ଶକ୍ତି କରିଡର ପାଇଁ ୨୮୪କୋଟି ଟଙ୍କା, ନୂତନ ବନ୍ଦର ସଂଯୋଗୀକରଣ ପାଇଁ ୫୭କୋଟି ଟଙ୍କା  ଆବଂଟିତ ହୋଇଛି । ସେହିଭଳି ରାଜ୍ୟର ୫୭ଟି ଷ୍ଟେସନକୁ ଅମୃତ ଭାରତ ଷ୍ଟେସନରେ ସାମିଲ କରାଯାଇଛି ।

Also Read

ସ୍ଥାନୀୟ ଉତ୍ପାଦିତ ଦ୍ରବ୍ୟକୁ ଦେଶବିଦେଶରେ ପହଂଚାଇବା ପାଇଁ ରାଜ୍ୟର ୨୮ଟି ଷ୍ଟେସନକୁ ‘ୱାନ ଷ୍ଟେସନ-ୱାନ ପ୍ରଡକ୍ଟ’ ଜରିଆରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ପୁରୀ ଷ୍ଟେସନରେ ପଟ୍ଟଚିତ୍ର ଓ ପିପିଲି ଚାନ୍ଦୁଆ, ମିଠା, କଟକ ଷ୍ଟେସନରେ ରୂପା ତାରକସି କାର୍ଯ୍ୟ, ବୟନ ଶିଳ୍ପ ଓ ହସ୍ତଶିଳ୍ପ, ରାଉରକେଲା ଷ୍ଟେସନରେ ଜନଜାତୀୟ ଉତ୍ପାଦ ଓ ଉର୍ମି କମ୍ପୋଷ୍ଟ, କୋରାପୁଟ ଷ୍ଟେସନରେ କୋଟପାଡ଼ ଶାଢ଼ୀ ଓ ଖେଳଣା, ଢେଙ୍କାନାଳ  ଷ୍ଟେସନରେ ଢ଼ୋକ୍ରା କାଷ୍ଟିଙ୍ଗ, ଜନଜାତୀୟ ଗହଣା, ସମ୍ବଲପୁର ଷ୍ଟେସନରେ ସମ୍ବଲପୁରୀ ଶାଢ଼ୀ  ଓ ପୋଷାକ, ଟେରାକୋଟା, ଟିଟିଲାଗଡ଼ ଷ୍ଟେସନରେ ବାଉଁଶ କାରୁକାର୍ଯ୍ୟ ଓ କାରିଗରି ଆଦି ଉପଲବ୍ଧ ରହିବ ।  ଅମୃତ ଭାରତ ଷ୍ଟେସନ ଯୋଜନାରେ ପୁରୀ ଷ୍ଟେସନର ଆଧୁନିକୀକରଣ କାର୍ଯ୍ୟ ପାଇଁ ୧୬୨କୋଟି ଟଙ୍କା, ଭୁବନେଶ୍ୱର ଷ୍ଟେସନ ପାଇଁ ୩୦୮କୋଟି ଓ କଟକ ଷ୍ଟେସନ ପାଇଁ ୩୦୩କୋଟି ଟଙ୍କା ଖର୍ଚ୍ଚ ହେବ ।

ଯେଉଁ ୫୭ଟି ଷ୍ଟେସନକୁ ଚିହ୍ନଟ କରାଯାଇଛି ସେଗୁଡ଼ିକ ହେଲା- ଅନୁଗୁଳ, ବାଦାମପାହାଡ଼, ବଲାଙ୍ଗିର, ବାଲେଶ୍ୱର, ବାଲୁଗାଁ, ବଡ଼ବିଲ, ବରଗଡ଼ ରୋଡ, ବାରିପଦା, ବରପାଲି, ବେଲପାହାଡ଼, ବେତନଟୀ, ଭଦ୍ରକ, ଭବାନୀପାଟଣା, ଭୁବନେଶ୍ୱର, ବିମଳାଗଡ଼, ବ୍ରହ୍ମପୁର, ବ୍ରଜରାଜନଗର, ଛତ୍ରପୁର, କଟକ, ଦାମନଯୋଡ଼ି, ଢେଙ୍କାନାଳ, ଗୁଣୁପୁର, ହରିଶଙ୍କର ରୋଡ, ହୀରାକୁଦ, ଯାଜପୁର, କେନ୍ଦୁଝର ରୋଡ, ଜଳେଶ୍ୱର, ଜରୋଲି, ଜୟପୁର, ଝାରସୁଗୁଡ଼ା, ଝାରସୁଗୁଡ଼ା ରୋଡ୍‌, କଂଟାବାଞ୍ଜି, କେନ୍ଦୁଝର ଗଡ଼, କେଶିଙ୍ଗା, ଖରିଆର ରୋଡ୍‌, ଖୋର୍ଦ୍ଧା ରୋଡ୍‌, କୋରାପୁଟ, ଲିଙ୍ଗରାଜ ଟେମ୍ପୁଲ ରୋଡ୍ , ମଂଚେଶ୍ୱର, ମେରାମୁଣ୍ଡୁଳୀ, ମୁନିଗୁଡ଼ିା, ନୂଆ ଭୁବନେଶ୍ୱର, ପାନପୋଷ, ପାରାଦୀପ, ପାରଳାଖେମୁଣ୍ଡି, ପୁରୀ, ରଘୁନାଥପୁର, ରେଢ଼ାଖୋଲ, ରାଇରଙ୍ଗପୁର, ରାଜଗାଙ୍ଗପୁର, ରାୟଗଡ଼ା, ରାଉରକେଲା, ସାକ୍ଷୀଗୋପାଳ, ସମ୍ବଲପୁର, ସମ୍ବଲପୁର ସିଟି, ତାଳଚେର, ତାଳଚେର ରୋଡ୍ ଓ ଟିଟିଲାଗଡ଼ ଷ୍ଟେସନ ରହିଛି । ସେହିପରି କେବିକେ ଜିଲ୍ଲାର ୧୩ଟି ଷ୍ଟେସନର ପୁନଃବିକଶିତ ପାଇଁ ଚିହ୍ନଟ ହୋଇଛି ।

ସେଗୁଡ଼ିକ ହେଲା- ଟିଟିଲାଗଡ଼, ବଲାଙ୍ଗିର, କଂଟାବାଞ୍ଜି, ହରିଶଙ୍କର ରୋଡ, କେଶିଙ୍ଗା, ଭବାନୀପାଟଣା, ରାୟଗଡ଼ା, ମୁନିଗୁଡ଼ା, ଗୁଣୁପୁର, କୋରାପୁଟ, ଜୟପୁର, ଦାମନଯୋଡ଼ି ଓ ଖଡ଼ିଆଳ ରୋଡ୍ ଷ୍ଟେସନ ରହିଛି । । ସେହିପରି ଆକାଂକ୍ଷା ଜିଲ୍ଲାର ୧୬ଟି ଷ୍ଟେସନର ଆଧୁନିକୀକରଣ କାର୍ଯ୍ୟ ମଧ୍ୟ ହାତକୁ ନିଆଯିବ । ସେଗୁଡ଼ିକ ହେଲା- ଢେଙ୍କାନାଳ, ମେରାମୁଣ୍ଡଳୀ,ପାରଳାଖେମୁଣ୍ଡୀ, କେଶିଙ୍ଗା, ଭବାନୀପାଟଣା, କୋରାପୁଟ, ଜୟପୁର, ଦାମନଯୋଡ଼ି, ରାୟଗଡ଼ା, ମୁନିଗୁଡ଼ା, ଗୁଣୁପୁର, ଖରିଆର ରୋଡ୍‌, ଟିଟିଲାଗଡ, ବଲାଙ୍ଗିର, କଂଟାବାଞ୍ଜି ଓ ହରିଶଙ୍କର ରୋଡ୍ ଷ୍ଟେସନ ରହିଛି ।

ସୂଚନାଯୋଗ୍ୟ, ୨୦୧୩-୧୪ରେ ଓଡ଼ିଶାକୁ ରେଳ ଅନୁଦାନ ବାବଦରେ ୮୧୨.୫୦କୋଟି ଟଙ୍କା ମିଳିଥିବାବେଳେ ୨୦୧୪-୧୫ରେ ୧୪୬୫କୋଟି, ୨୦୧୫-୧୬ରେ ୩୭୧୨କୋଟି, ୨୦୧୬-୧୭ରେ ୪୬୮୨କୋଟି, ୨୦୨୦-୨୧ରେ ୪୩୭୩କୋଟି, ୨୦୨୧-୨୨ରେ ୬୯୯୯୫.୫୮କୋଟି, ୨୦୨୨-୨୩ରେ ୯୭୩୪କୋଟି ଟଙ୍କାର ଅନୁଦାନ ଓଡ଼ିଶାକୁ ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story