ସରକାରୀ ସ୍କୁଲ ହଷ୍ଟେଲରେ ନାବାଳିକା ଗର୍ଭବତୀ! ନା ଝିଅର ମୁହଁ ଦେଖାଇ ହେବ କି ତାର ନାଁ କହିହେବ। ଏବେ ଛାତ୍ରୀ ଜଣକ ନବମ ଶ୍ରେଣୀରେ ପାଠ ପଡୁଛନ୍ତି। ବୟସ ମାତ ମାତ୍ର ୧୪ ବର୍ଷ। ଜଣେ ଯୁବକଙ୍କ ସଂପର୍କରେ ଆସି ଗର୍ଭବତୀ ହୋଇଗଲା ନାବାଳିକା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।