ପ୍ରାକୃତିକ ବିପର୍ଯ୍ୟୟ: ୯ବର୍ଷରେ ରାଜ୍ୟର ୨୫ହଜାର କୋଟି କ୍ଷତି

ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶାକୁ ଗତ ୯ବର୍ଷ ମଧ୍ୟରେ ପ୍ରାୟ ୨୪୯୯୧ହଜାର କୋଟି ଟଙ୍କାର ଆର୍ଥିକ କ୍ଷତି ସହିବାକୁ ପଡ଼ିଛି ।

Natural Calamities PhotoThe Economic Times

representational image

Ordigital Desk
  • Published: Friday, 24 February 2023
  • Updated: 24 February 2023, 09:29 PM IST

Sports

Latest News

ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶାକୁ ଗତ ୯ବର୍ଷ ମଧ୍ୟରେ ପ୍ରାୟ ୨୪୯୯୧ହଜାର କୋଟି ଟଙ୍କାର ଆର୍ଥିକ କ୍ଷତି ସହିବାକୁ ପଡ଼ିଛି । ପ୍ରତିବର୍ଷ ବନ୍ୟା, ବାତ୍ୟା ଓ ମରୁଡ଼ି ଯୋଗୁ ଧନଜୀବନ ହାନି ସହ ସାର୍ବଜନୀନ ସମ୍ପତ୍ତି ଓ ଫସଲ ଆଦି ନଷ୍ଟ ହେଉଥିବାରୁ ରାଜ୍ୟର ଆର୍ଥିକ ପ୍ରଗତିରେ ଏହା ପ୍ରତିବନ୍ଧକ ହୋଇଥିବା ଜଣାପଡ଼ିଛି ।

ରାଜ୍ୟ ଅର୍ଥ ବିଭାଗର ତଥ୍ୟ ଅନୁସାରେ, ୨୦୧୪ ମସିହାରୁ ଓଡ଼ିଶା ନିୟମିତ ଭାବେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଆର୍ଥିକ କ୍ଷତି ସହିଛି । ଓଡ଼ିଶା ୨୦୧୪ ମସିହାରେ ବାତ୍ୟା ହୁଡ଼ୁହୁଡ଼ୁ ଯୋଗୁ ୪୯୪୯ କୋଟି ଟଙ୍କା କ୍ଷତି ସହିଥିବାବେଳେ ୨୦୧୫ରେ ମରୁଡ଼ି ଯୋଗ ୨୩୪୫କୋଟି, ୨୦୧୬ରେ ବନ୍ୟା ଯୋଗୁ ୩୧କୋଟି, ୨୦୧୭ରେ ବନ୍ୟା ଯୋଗୁ ୨୧୬କୋଟି ଟଙ୍କା, ୨୦୧୮ ମସିହାରେ ବାତ୍ୟା ତିତଲି ଓ ବନ୍ୟା ଯୋଗୁ ୨୭୭୯.୩୨କୋଟି ଟଙ୍କା ଏବଂ ମରୁଡ଼ି ଯୋଗୁ ୧୫୩୪.୮୨କୋଟି ଟଙ୍କା, ୨୦୧୯ରେ ବାତ୍ୟା ଫନି ଯୋଗୁ ୯୩୩୭.୨୭କୋଟି ଟଙ୍କା ଓ ବାତ୍ୟା ବୁଲବୁଲରେ ୨୨୪.୪୩କୋଟି ଟଙ୍କା, ୨୦୨୦ରେ ବାତ୍ୟା ଅମ୍ପାନ ଯୋଗୁ ୨୩୬.୬୮କୋଟି ଟଙ୍କା,  ବନ୍ୟାରେ ୧୫୦୯.୩୩କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା । ସେହିପରି ୨୦୨୧ ମସିହାରେ ବାତ୍ୟା ୟସରେ ୮୨୩.୪୯କୋଟି ଟଙ୍କା, ବାତ୍ୟା ଗୁଲାବରେ ୩୫.୬୯କୋଟି ଟଙ୍କା ଓ ବାତ୍ୟା ଜୱାଦରେ ୩୭୬.୬୫କୋଟି ଟଙ୍କା କ୍ଷତି ହୋଇଥିଲା । ୨୦୨୨ରେ ବନ୍ୟା ଓ ପ୍ରବଳ ବର୍ଷା ଯୋଗୁ ୫୯୧.୫୭କୋଟି ଟଙ୍କାର ଆର୍ଥିକ କ୍ଷତି ହୋଇଛି ।

୨୦୧୪ରୁ ୨୦୨୨ ମସିହା ମଧ୍ୟରେ ଓଡ଼ିଶା ସମ୍ମୁଖୀନ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ରାଜ୍ୟକୁ ମୋଟ ୨୪୯୯୧.୧୧କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିବା ଜଣାପଡ଼ିଛି । ଏହି ଆର୍ଥିକ କ୍ଷତି ମଧ୍ୟରେ ଫସଲ ନଷ୍ଟ, ସାର୍ବଜନୀନ ଭିତ୍ତିଭୂମି ଓ ଧନଜୀବନ ନଷ୍ଟ ସହ ବ୍ୟକ୍ତିଗତ ସମ୍ପତ୍ତି ନଷ୍ଟ ସାମିଲ ଅଛି ।

Also Read

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story