ଡାକୋଟା ଫେରିଲା ଓଡ଼ିଶା।.ବହୁ ସଂଘର୍ଷ ପରେ ବିଜୁ ବାବୁଙ୍କର ଡାକୋଟା ଓଡ଼ିଶା ଫେରିଛି। ବିଜୁବାବୁ ଥିଲେ ଜଣେ ଦୁଃସାହସୀ ପାଇଲଟ।.ଯାହାଙ୍କ କଥା ଆମେ ବିଭିନ୍ନ ବହିରେ ପଢିଥାଉ। ବିଜୁ ଇଣ୍ତୋନେସିଆ ଯାଇ ସେଠାରୁ ପ୍ରଧାନମନ୍ତ୍ରୀ ସୂତନ ସାହାରିରଙ୍କୁ ଉଦ୍ଧାର କରିଥିବା କଥା କାହାରିକୁ ଅଛପା ନୁହଁ। ତାକୁ ନେଇ ଆଜି ଆମେ ଗର୍ବିତ।.ତେବେ ଏ କଣ ସେହି ବିମାନ ଯାହାକୁ ନେଇ ବିଜୁ ଯାଇଥିଲେ ଇଣ୍ତୋନେସିଆ? କେମିତି ବିଜୁବାବୁ ଉଦ୍ଧାର କରିଥିଲେ ସାହାରିରଙ୍କୁ? କଣ କହୁଛନ୍ତି ଗବେଷକ ଅନିଲ ଧୀର? ଆସନ୍ତୁ ଶୁଣିବା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।