୨୦୨୨ରେ ଆସାନୀ, ୨୦୨୧ରେ ୟାଶ, ୨୦୨୦ରେ ଅମ୍ଫାନ। ଲଗାତାର ଭାବରେ ଏ ତିନୋଟି ବାତ୍ୟା କେବଳ ମେ ମାସରେ ହିଁ ହୋଇଛି। ୨୦୧୯ରେ ଫନି ବାତ୍ୟା ହୋଇଥିଲା ହେଲେ ଏହା ଏପ୍ରିଲ ଶେଷ ସପ୍ତାହ ବେଳକୁ ଆସିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।