5-T ଓ ମୁଖ୍ୟମନ୍ତ୍ରୀଙ୍କୁ କାଠଗଡ଼ାକୁ ଟାଣିଲେ ପ୍ରଦୀପ ପାଣିଗ୍ରାହୀ

ଫାଇଭ-ଟି ଭ୍ରଷ୍ଟାଚାରର ସର୍ବାଧିକ ସ୍ଥାନ ନେଇଛି ବୋଲି ପ୍ରଦୀପ ପାଣିଗ୍ରାହୀ କହିଛନ୍ତି

MLA Pradeep Panigrahi PhotoOR

ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀ

Biswajit Samal
  • Published: Thursday, 18 April 2024
  • Updated: 18 April 2024, 08:59 PM IST

Sports

Latest News

ଫାଇଭ-ଟିକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ କାଠଗଡ଼ାକୁ ଟାଣିଲେ ବିଜେପିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ। ୱେବସାଇଟରେ ଫାଇଭ-ଟି ତଥ୍ୟ ଉଭାନକୁ ନେଇ ବର୍ଷିଛନ୍ତି ପ୍ରଦୀପ ପାଣିଗ୍ରାହୀ।

Also Read

ଫାଇଭ-ଟି ଭ୍ରଷ୍ଟାଚାରର ସର୍ବାଧିକ ସ୍ଥାନ ନେଇଛି ବୋଲି ପ୍ରଦୀପ ପାଣିଗ୍ରାହୀ କହିଛନ୍ତି। ଏହା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଠକେଇ କରାଯାଇଛି ବୋଲି ସେ କହିଛନ୍ତି। ସେପଟେ ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ଯେ, କ୍ରୀତଦାସ ପ୍ରଥା ପ୍ରଚଳନ ଯୋଗୁଁ ଦଳ ଛାଡ଼ିଲି। ଯଦି କ୍ରୀତଦାସ ଭଳି ବିଚାରଧାରା ସହ ସହମତ ତେବେ ଅଭିନେତା ଅଭିନେତ୍ରୀ ବିଜେଡି ପାଇଁ ପ୍ରଚାର କରନ୍ତୁ ବୋଲି ସିଦ୍ଧାନ୍ତ ମହାପାତ୍ର କହିଛନ୍ତି। ଏହି ପ୍ରସଙ୍ଗରେ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story