‘ମୁଁ ଅତନୁଙ୍କ ଗୁରୁତ୍ୱ ବଢାଇବାକୁ ଚାହୁଁନି’

ଅରୁଣ ଓ ଅତନୁଙ୍କ ପ୍ରତିକ୍ରିୟାକୁ ନେଇ ବରିଷ୍ଠ ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକଙ୍କ କଡ଼ା ମନ୍ତବ୍ୟ। କହିଲେ, ଉତ୍ତର ଦେଇ ସେମାନଙ୍କ ଗୁରୁତ୍ୱ ବଢ଼ାଇବାକୁ ଚାହୁଁନି, ସେମାନଙ୍କ ପାଖରେ ଶବ୍ଦର ଅଭାବ।

Manoj Swain
  • Published: Friday, 08 September 2023
  • Updated: 08 September 2023, 03:33 PM IST

Sports

Latest News

ଅରୁଣ ଓ ଅତନୁଙ୍କ ପ୍ରତିକ୍ରିୟାକୁ ନେଇ ବରିଷ୍ଠ ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକଙ୍କ କଡ଼ା ମନ୍ତବ୍ୟ। କହିଲେ, ଉତ୍ତର ଦେଇ ସେମାନଙ୍କ ଗୁରୁତ୍ୱ ବଢ଼ାଇବାକୁ ଚାହୁଁନି, ସେମାନଙ୍କ ପାଖରେ ଶବ୍ଦର ଅଭାବ, ବ୍ଲାକମେଲିଂ ବ୍ଲାକମେଲିଂ ହେଉଛନ୍ତି। ଦଳ ବଦଳ ପ୍ରସଙ୍ଗରେ କଡ଼ା ଉତ୍ତର ଦେଲେ ବିଧାୟକ ସୌମ୍ୟ। କାହିଁକି ବାରମ୍ବାର ଦଳ ବଦଳାଉଛନ୍ତି ପ୍ରଶ୍ନରେ ସୌମ୍ୟଙ୍କ ଉତ୍ତର। ମତ ପରିବର୍ତ୍ତନ ଏକ ସ୍ବାଭାବିକ ପ୍ରକ୍ରିୟା ବୋଲି କହିଲ ସୌମ୍ୟ। ବିଜେଡିରେ ଯେଉଁମାନେ ମିଶିଛନ୍ତି , ସେମାନେ କେଉଁ ଦଳରୁ ଆସିଛନ୍ତି ? ନବୀନ ବାବୁ ୧୫ ଦିନରେ ଥରେ ମତ ପରିବର୍ତ୍ତନ କରୁଛନ୍ତି ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos