'ଆମ ଓଡ଼ିଶା ନବୀନ ଓଡ଼ିଶା' ବିରୋଧରେ ସାରା ରାଜ୍ୟରେ ତେଜୁଛି ଅସନ୍ତୋଷ

ପଞ୍ଚାୟତକୁ ଆସିଲା 50 ଲକ୍ଷ ଟଙ୍କା କିନ୍ତୁ କେଉଁ ବାଟରେ ହେଲା ଖର୍ଚ୍ଚ ?

Manoj Swain
  • Published: Friday, 26 April 2024
  • Updated: 26 April 2024, 06:30 PM IST

Sports

Latest News

ସରକାରଙ୍କ 'ଆମ ଓଡ଼ିଶା ନବୀନ ଓଡ଼ିଶା' ଯୋଜନାକୁ ନେଇ ଗାଁ ଲୋକଙ୍କ ଭିତରେ ପ୍ରବଳ ଅସନ୍ତୋଷ। ସାମ୍ବାଦିକ ସମ୍ମିଳନୀ କରି ପଚାରିଲେ ପ୍ରଶ୍ନ, ‘କାହିଁକି କଲେ ପାତରଅନ୍ତର’ । ପଞ୍ଚାୟତକୁ ଆସିଲା 50 ଲକ୍ଷ ଟଙ୍କା କିନ୍ତୁ କେଉଁ ବାଟରେ ହେଲା ଖର୍ଚ୍ଚ ? ଗାଁ ଲୋକଙ୍କ ଅଭିଯୋଗ ପରେ ହାତ ଟେକିଦେଲେ ସରପଞ୍ଚ । ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos