୨୦୨୪ ନିର୍ବାଚନ ଲଢ଼ିବେନି କହିଲେ ଅମର ଶତପଥୀ

୬ ଥରର ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଟିକେଟ କାଟି ବିଜେଡି ଏଥର ବର୍ଷା ପ୍ରିୟଦର୍ଶୀନିଙ୍କୁ ବଡ଼ଚଣା ଆସନରୁ ଛିଡ଼ା କରିଛି।

Manoj Swain
  • Published: Tuesday, 23 April 2024
  • Updated: 23 April 2024, 04:57 PM IST

୬ ଥରର ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଟିକେଟ କାଟି ବିଜେଡି ଏଥର ବର୍ଷା ପ୍ରିୟଦର୍ଶୀନିଙ୍କୁ ବଡ଼ଚଣା ଆସନରୁ ଛିଡ଼ା କରିଛି। ଏହାକୁ ନେଇ ଅମର ଶତପଥୀ କହିଛନ୍ତି, ମୋତେ ଅନ୍ୟ ଦଳରୁ ଅଫର ଆସୁଥିବା ବେଳେ ସ୍ୱାଧୀନ ଭାବେ ଲଢ଼ିବାକୁ ବି ଶୁଭେଚ୍ଛୁମାନେ ପରାମର୍ଶ ଦେଉଛନ୍ତି। କିନ୍ତୁ ମୁଁ ବିଜେଡିରେ ଅଛି ଓ ରହିବି । ମାତ୍ର ୨୦୨୪ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବିନି ବୋଲି ସ୍ଥିର କରିଛି। ବଡ଼ଚଣା ସହ ମୋ’ ସମ୍ପର୍କ କଟିନି। ବଡ଼ଚଣାବାସୀଙ୍କ ସହ ମୋର ଭାବାତ୍ମକ, ପାରିବାରିକ ସମ୍ପର୍କ ରହିଛି। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos