ନବୀନ ପଟ୍ଟନାୟକଙ୍କ ସହିତ ବିଜେଡିରୁ ଟିକେଟ ପାଇଥିବା ନେତା, ଦେଖନ୍ତୁ କିଛି ଫଟୋ

Last Update: Thursday, 28 March 2024
CM and Candidates from cuttack

ମୁଖ୍ୟମନ୍ତ୍ରୀଙ୍କ ସହିତ (ବାମରୁ) ବାଙ୍କୀ ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀ, କଟକ ସଦରରୁ ଚନ୍ଦ୍ରସାରଥୀ ବେହେରା, ଚୌଦ୍ୱାରରୁ ସୌଭିକ ବିଶ୍ୱାଳ, ଆଠଗଡ଼ରୁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କଟକ ଲୋକସଭା ଆସନ ପ୍ରାର୍ଥୀ ସଂତୃପ୍ତ ମିଶ୍ର ଓ ନିଆଳି ବିଧାନସଭା ପ୍ରାର୍ଥୀ ପ୍ରମୋଦ ମଲ୍ଲିକ

CM and Bhadrak Candidates

ମୁଖ୍ୟମନ୍ତ୍ରୀଙ୍କ ସହିତ ଭଦ୍ରକ ବିଧାନସଭା ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ, ବାସୁଦେବପୁର ପ୍ରାର୍ଥୀ ବିଷ୍ଣୁବ୍ରତ ରାଉତ, ଭଣ୍ଡାରୀପୋଖରୀ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ, ଚାନ୍ଦବାଲି ପ୍ରାର୍ଥୀ ବ୍ୟୋମକେଶ ରାୟ ଓ ଧାମନଗରରୁ ସଞ୍ଜୟ ଦାସ

CM

ମୁଖ୍ୟମନ୍ତ୍ରୀଙ୍କ ସହିତ କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି, ପାଟକୁରା ବିଧାନସଭା ପ୍ରାର୍ଥୀ ଅରବିନ୍ଦ ମହାପାତ୍ର, ମହାକାଳପଡ଼ା ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକ ଓ ଆଳି ପ୍ରାର୍ଥୀ ପ୍ରତାପ କେଶରୀ ଦେବ

CM and Ganjam Candidates

ମୁଖ୍ୟମନ୍ତ୍ରୀଙ୍କ ସହିତ ଗଞ୍ଜାମ ଜିଲ୍ଲାରୁ ଟିକେଟ ପାଇଥିବା ନେତାମାନେ। ସେମାନଙ୍କ ମଧ୍ୟରେ ଅଛନ୍ତି ଭଞ୍ଜନଗର ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖ, ପୋଲସରା ପ୍ରାର୍ଥୀ ଶ୍ରୀକାନ୍ତ ସାହୁ ଓ ଗୋପାଳପୁରରୁ ବିକ୍ରମ କୁମାର ପଣ୍ଡା ପ୍ରମୁଖ।

CM and Bargarh candidates

ମୁଖ୍ୟମନ୍ତ୍ରୀଙ୍କ ସହିତ ବିଜେପୁର ପ୍ରାର୍ଥୀ ରୀତା ସାହୁ, ଅତାବିରା ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଓ ଭଟଲୀର ସୁଶାନ୍ତ ସିଂ

CM and Jajpur Candidates

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ସୁକିନ୍ଦା ବିଧାନସଭା ପ୍ରାର୍ଥୀ ପ୍ରୀତିରଞ୍ଜନ ଘଡ଼େଇ, ଯାଜପୁର ଲୋକସଭା ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ଓ ଯାଜପୁର ବିଧାନସଭା ପ୍ରାର୍ଥୀ ସୁଜାତା ସାହୁ

CM and Sudam Marandi

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିତ ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ ସୁଦାମ ମାର୍ଣ୍ଡି

CM and Dillip Tirkey

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିତ ସୁନ୍ଦରଗଡ଼ ଲୋକସଭା ପ୍ରାର୍ଥୀ ଦିଲ୍ଲୀପ ତିର୍କୀ

Trending

Photos

Videos