କଣ୍ଟାବାଞ୍ଜିରେ ବିଜେଡି ନେତା ମୁହାଁମୁହିଁ

ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଉପସ୍ଥିତିରେ ୨ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ।

Manoj Swain
  • Published: Monday, 29 April 2024
  • Updated: 29 April 2024, 04:18 PM IST

Sports

Latest News

କଣ୍ଟାବାଞ୍ଜିରେ ମିଶ୍ରଣ ପର୍ବ ଓ କର୍ମୀ ସମ୍ମିଳନୀରେ ମୁହାଁମୁହିଁ ବିଜେଡି ନେତା। ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଉପସ୍ଥିତିରେ ୨ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ । କଣ୍ଟାବାଞ୍ଜି ବିଧାୟକ ପ୍ରାର୍ଥୀ ପାଇଁ ଆଶାୟୀ ଗିରିରାଜ ସିଂହ ମାଝୀଙ୍କ ହୋହଲ୍ଲା । ବିଜେଡି କର୍ମୀଙ୍କୁ ଅସମ୍ମାନ ଅଭିଯୋଗ ଆଣି ପାଟିତୁଣ୍ଡ କଲେ ଗିରିରାଜ। ଦେଖନ୍ତୁ ପୂରା ଘଟଣା। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos