ଫୋକସରେ ପଶ୍ଚିମ ଓଡ଼ିଶା, ଭାସିଯିବନି ତ ଉପକୂଳ ?

ବିଜେଡି ଫୋକସରେ ଏବେ ପୁରା ପଶ୍ଚିମ ଓଡ଼ିଶା । ଦଳର ମୁଖିଆ ଲଢୁଛନ୍ତି କଣ୍ଟାବାଞ୍ଜିରୁ, ଆଉ ସଙ୍ଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଲଢୁଛନ୍ତି ସମ୍ବଲପୁର ଲୋକସଭା ଆସନରୁ ।

Manoj Swain
  • Published: Friday, 19 April 2024
  • Updated: 19 April 2024, 05:54 PM IST

Sports

Latest News

ବିଜେଡି ଫୋକସରେ ଏବେ ପୁରା ପଶ୍ଚିମ ଓଡ଼ିଶା । ଦଳର ମୁଖିଆ ଲଢୁଛନ୍ତି କଣ୍ଟାବାଞ୍ଜିରୁ, ଆଉ ସଙ୍ଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଲଢୁଛନ୍ତି ସମ୍ବଲପୁର ଲୋକସଭା ଆସନରୁ । ଏଥିରୁ ଜଣାପଡୁଛି ଦଳ କେତେ ଗୁରୁତ୍ବ ଦେଉଛି ପଶ୍ଚିମ ଓଡ଼ିଶାକୁ । ଏପରିକି ଦଳ ଟିକିଏ ବି ରିସ୍କ ନେବାକୁ ଚାହୁଁନି ପଶ୍ଚିମ ଓଡିଶାରେ । ପ୍ରଥମେ ଦଳ ନିଷ୍ପତ୍ତି ନେଲା ଯେ ପ୍ରସନ୍ନ ଆଚାର୍ଯ୍ୟ ଲଢିବେ ସମ୍ବଲପୁରରୁ । ଏହାପରେ ପ୍ରସନ୍ନ ବାବୁ ସିଧାସଳଖ ମନା କରିଦେଲେ ଏହି ଆସନ ପାଇଁ। ପ୍ରସନ୍ନଙ୍କ ଅସନ୍ତୋଷ ଦେଖି ଶେଷରେ ଦଳ ତାଙ୍କ ଆସନ ବଦଳାଇବାକୁ ରେଢାଖୋଲରୁ ପ୍ରାର୍ଥୀ କରିବାକୁ ବାଧ୍ୟ ହେଲା । ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos