ହିଂସ୍ର ହେଲେ ଶାସକ ବିଜେଡିର ବିଧାୟକ ପ୍ରାର୍ଥୀ ଲତିକା ପ୍ରଧାନ ! ୫ ବର୍ଷର ହିସାବ ମାଗିବାରୁ ସର୍ବ ସମ୍ମୁଖରେ ମହିଳାଙ୍କୁ ଖୋଲା ଧମକ ଦେଲେ! ଉଠାଇ ନେଇ ମାଡ଼ ମାରିବାକୁ ପୁରୁଷ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ହୋଇଛି। ଲତିକାଙ୍କ ପୁରୁଷ ସମର୍ଥକମାନେ ଗାଁର ମହିଳାଙ୍କୁ ଠେଲାପେଲା ଓ ଟଣାଓଟରା କରିଥିବା ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗଞ୍ଜାମରୁ ଆସିଛି ଏପରି ଅଭିଯୋଗ। ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ନବୀନଙ୍କଠୁ ବେଶୀ ସୁରକ୍ଷାକର୍ମୀ ପାଇଛନ୍ତି ଅସିତ୍ ତ୍ରିପାଠୀ, ପାଣ୍ଡିଆନ ବି ରଖିଛନ୍ତି ଦୁଇ ପିଏସଓ
ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଲୋକସେବା ଭବନର ସୁରକ୍ଷା ଅଧିକାରୀ ସୁଜିତ୍ କୁମାର ଦଳେଇ ଓ ଶେଖର ପ୍ରସାଦ ନାୟକ(ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ) ଏଭଳି ମନମୁଖୀ କାର୍ଯ୍ୟ କରୁଥିବା ଜଣାପଡ଼ିଛି ।
Politics
ରାଜ ଠାକେରଙ୍କ ପୁଅ ଅମିତଙ୍କୁ ସମର୍ଥନ କଲା ବିଜେପି, ସିନ୍ଦେ ସେନା ପ୍ରାର୍ଥୀ ଜଳକା
ମହିମ ଆସନରେ ତ୍ରିମୁଖୀ ଲଢ଼େଇ ହେବାକୁ ଯାଉଛି। ମହାରାଷ୍ଟ୍ର ନବନିର୍ମାଣ ସେନା ପକ୍ଷରୁ ଏଠାରେ ରାଜ ଠାକରେଙ୍କ ପୁଅ ଅମିତ ପ୍ରାର୍ଥୀ ହୋଇଛନ୍ତି। ବର୍ତ୍ତମାନର ଶିବସେନା ବିଧାୟକ ସଦା ସର୍ବନକର ଓ ଶିବସେନା(ୟୁବିଟି) ମହେଶ ସାୱନ୍ତ ମଧ୍ୟ ଏଠାରେ ଲଢ଼େଇ କରୁଛନ୍ତି।
Politics
ମୁନ୍ନା ଖାଁଙ୍କ ଦାବି: ଅଳ୍ପ ଦିନରେ କ୍ଷମତାକୁ ଫେରିବ ବିଜେଡି, ଯୋଗାଯୋଗରେ ଅଛନ୍ତି ୧୪ ବିଜେପି ବିଧାୟକ
ରାଜ୍ୟସଭା ସାଂସଦ ମୁନ୍ନା ଖାଁଙ୍କ ଏଭଳି ମନ୍ତବ୍ୟ ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର।
Politics
ସୋଶାଲ ମଡିଆରେ ପ୍ରଚାର ପାଇଁ କେତେ ଟଙ୍କା ଖର୍ଚ୍ଚ କରିଛି ବିଜେଡି ?
ବିଜେଡିର ୨୦୨୪ ସାଧାରଣ ନିର୍ବାଚନର ଖର୍ଚ୍ଚ ହିସାବ ଏବେ ନିର୍ବାଚନ କମିଶନଙ୍କ ୱେବସାଇଟରେ ଅପଲୋଡ୍ ହୋଇଛି।