ରାଜଧାନୀ ଭୁବନେଶ୍ୱରରେ ବିଜେଡି କଳି ନେଉଛି ଉଗ୍ର ରୂପ। ଭୁବନେଶ୍ୱର ଏକାମ୍ର ଓ ଉତ୍ତର ନିର୍ବାଚନମଣ୍ଡଳୀ ଟିକେଟ ଘୋଷଣା ହୋଇଥିଲେ ମଧ୍ୟ ପ୍ରବଳ ବିଦ୍ରୋହ ପାଇଁ ଅଟକି ରହିଛି ମଧ୍ୟ ନିର୍ବାଚନ ମଣ୍ଡଳୀ। ଭୁବନେଶ୍ୱର ଏକାମ୍ରରେ ମଧ୍ୟ ପ୍ରବଳ ଅସନ୍ତୋଷ। ଏକାମ୍ର ଟିକେଟ ପୁଣି ଅଶୋକ ପଣ୍ଡାଙ୍କୁ ମିଳିବା ପରେ ବିଦ୍ରୋହ ବଢ଼ିଛି। ଟିକେଟ ଆଶା ମଉଳିବା ପରେ କର୍ପୋରେଟର ବିରଞ୍ଚି ନାରାୟଣ ମହାସୂପକାର ସ୍ୱାଧୀନ ଭାବେ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।