‘ସୌମ୍ୟ ବାବୁଙ୍କୁ କାଢିବା ଠିକ ହେଲାନି’

ବରିଷ୍ଠ ବିଜେଡି ନେତା ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଦଳର ଉପସଭାପତି ପଦରୁ ହଟାଇ ଦିଆଯାଇଛି।

Manoj Swain
  • Published: Tuesday, 12 September 2023
  • Updated: 12 September 2023, 07:47 PM IST

Sports

Latest News

ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଦଳର ଉପସଭାପତି ପଦରୁ ବହିଷ୍କାର ପରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା। କହିଲେ, ରାଜନୈତିକ ପରିସ୍ଥିତି ଭଲ ନାହିଁ, ଆଗକୁ କଣ ହେବ କହିହେବ ନାହିଁ, ଏମିତି କେତେ ଅଘଟଣ ଘଟିବ, ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ପଦବୀରୁ ବିଦା କରିବା ଉଚିତ୍ ନଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos