ଫାଇନାଲ ହୋଇନି, ମହେଶ ସାହୁ ଟିକେଟ୍ ନେଇଗଲେଣି

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ଓଡ଼ିଶାରୁ ପ୍ରାର୍ଥୀ ହେବାକୁ ଇଚ୍ଛୁକ ବୋଲି ସୂଚନା ଦେଇଛନ୍ତି ।

Manoj Swain
  • Published: Sunday, 08 October 2023
  • Updated: 08 October 2023, 01:22 PM IST

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ଓଡ଼ିଶାରୁ ପ୍ରାର୍ଥୀ ହେବାକୁ ଇଚ୍ଛୁକ ବୋଲି କହିଛନ୍ତି ।  ଓଡ଼ିଶାର କେଉଁଠୁ ଲଢ଼ିବେ ଢେଙ୍କାନାଳ କି ସମ୍ବଲପୁର ତାହା ସ୍ପଷ୍ଟ ହୋଇନି। ଢେଙ୍କାନାଳ ସାଂସଦ ମହେଶ ସାହୁ କିନ୍ତୁ ଏହି ଆସନରୁ ସେ ଲଢ଼ିବା ଫାଇନାଲ ବୋଲି କହିଲେ । ଏ ଯାଏଁ ନବୀନ ଘୋଷଣା କରିନାହାଁନ୍ତି କେଉଁ ଆସନରୁ କିଏ ଲଢ଼ିବେ । ହେଲେ ମହେଶ ବାବୁ ଖାଲି ଲଢ଼ିବେନି ଜିତିଯିବେ ବୋଲି କହିଲେଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos