ସମ୍ବଲପୁରରୁ ଲଢ଼ିବେ, ଯାଜପୁରରେ ପ୍ଲାନିଂ କରିବେ !

ବିଜେଡିର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ପରେ ଚର୍ଚ୍ଚା ହେଉଛି ଯାଜପୁରକୁ ନେଇ କୌଣସି ରିସ୍କ ନେଲେନି ଦଳର ମଙ୍ଗୁଆଳ ?

Manoj Swain
  • Published: Friday, 29 March 2024
  • Updated: 29 March 2024, 12:39 PM IST

Sports

Latest News

ବିଜେଡିର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ପରେ ଚର୍ଚ୍ଚା ହେଉଛି ଯାଜପୁରକୁ ନେଇ କୌଣସି ରିସ୍କ ନେଲେନି ଦଳର ମଙ୍ଗୁଆଳ ? କାହିଁକି ନା, 7 ବିଧାନସଭାରୁ 5ଟି ସ୍ଥାନରେ ରିପିଟ କରିଛି ଦଳ। ଯାଜପୁର ବିଧାନସଭା ଆସନରେ ସୁଜାତା ସାହୁଙ୍କୁ ସାମ୍ନାକୁ ଆଣିଥିବା ବେଳେ ବାକି 5ଟି ସ୍ଥାନରେ ପୁରୁଣା ଚେହେରା ନିର୍ବାଚନ ଲଢ଼ିବେ ବୋଲି ଦଳ ନିଷ୍ପତ୍ତି ନେଇଛି। ତେବେ ଝୁଲି ରହିଲା କୋରେଇ,ବରୀ, ବଡ଼ଚଣା। କୋରେଇ ଆସନରେ ବିଧାୟକ ଅଶୋକ ବଳଙ୍କୁ ରିପିଟ କରିନପାରେ ଦଳ। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos