'ମୁଖ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଗୃହ ବିଭାଗ ଛାଡ଼ନ୍ତୁ'

ନବ ଦାସ ହତ୍ୟା ମାମଲାରେ ପୁଲିସର ଭୂମିକା, ଏହି ମାମଲାର ତଦନ୍ତ ପ୍ରକ୍ରିୟାକୁ ନେଇ କଂଗ୍ରସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପୁଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ଏହି ମାମଲାକୁ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ଏସ୍‌ଆଇଟି ଦ୍ୱାରା ତଦନ୍ତ କରାଯାଉ, ଓଡ଼ିଶାର ଜଣେ ପୁଲିସ ଡିଜି ଥିବା ଭଳି ମନେ ହେଉନି, ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀ ଉତ୍ତରଦାୟୀ।

Manoj Swain
  • Published: Sunday, 05 February 2023
  • Updated: 05 February 2023, 06:50 PM IST

Sports

Latest News

Trending

Photos

Videos