ଭୋଗରାଇରେ ମାମୁ-ଭଣଜା ଲଢ଼େଇ

ଭୋଗରାଇରେ ମାମୁ- ଭଣଜାଙ୍କ ମଧ୍ୟରେ କଡ଼ା ଟକ୍କର ହେବ। ଗୌତମ ନିଜ ଭଣଜାଙ୍କୂ ହରାଇ ପାରୁଛନ୍ତି କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି। 

Manoj Swain
  • Published: Monday, 29 April 2024
  • Updated: 29 April 2024, 12:09 PM IST

Sports

Latest News

ଆରମ୍ଭରୁ ଭୋଗରାଇ ନିର୍ବାଚନମଣ୍ଡଳୀରେ ପ୍ରାର୍ଥିତ୍ୱକୁ ନେଇ ବିଭିନ୍ନ ଆଲୋଚନା ହେଉଥିବା ବେଳେ ଦଳର ମୁଖପାତ୍ର ଗୌତମବୁଦ୍ଧ ଦାସଙ୍କୁ ପ୍ରାର୍ଥୀ ଘୋଷଣା କରି ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି ନବୀନ। ଗୌତମ ସାମ୍ବାଦିକରୁ ରାଜନେତା ବନିଛନ୍ତି। ଏବେ ବିଜେଡି ତାଙ୍କୁ ନିର୍ବାଚନରେ ପ୍ରାର୍ଥୀ କରିଛି। ତେବେ ପୂର୍ବରୁ କଂଗ୍ରେସ ଅନ୍ୟତମ ସତ୍ୟଶିବ ଦାସଙ୍କୁ ଟିକେଟ ଦେଇଥିଲା। ସେ ମଧ୍ୟ ସାମ୍ବାଦିକରୁ ରାଜନେତା ବନିବା ପରେ କଂଗ୍ରେସ ତାଙ୍କୁ ପ୍ରାର୍ଥୀ କରିଥିଲେ। ଗୌତମବୁଦ୍ଧ ଓ ସତ୍ୟଶିବ ହେଉଛନ୍ତି ମାମୁ ଓ ଭଣଜା। ତେଣୁ ଭୋଗରାଇରେ ମାମୁ- ଭଣଜାଙ୍କ ମଧ୍ୟରେ କଡ଼ା ଟକ୍କର ହେବ। ଗୌତମ ନିଜ ଭଣଜାଙ୍କୂ ହରାଇ ପାରୁଛନ୍ତି କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos