ବିଜେଡି ଛାଡ଼ି ପଦ୍ମ ଧରିଲେ ୮ ହଜାରରୁ ଅଧିକ କର୍ମୀ

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ବିଜେପିରେ ହୋଇଛି ମହାମିଶ୍ରଣ। ଶକ୍ତି ପ୍ରଦର୍ଶନ କରିଛି ବିଜେପି।

Manoj Swain
  • Published: Wednesday, 24 April 2024
  • Updated: 24 April 2024, 04:16 PM IST

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ବିଜେପିରେ ହୋଇଛି ମହାମିଶ୍ରଣ। ଶକ୍ତି ପ୍ରଦର୍ଶନ କରିଛି ଦଳ। ବିଜେଡି ଛାଡି ପଦ୍ମ ଧରିଛନ୍ତି ୮ହଜାରରୁ ଅଧିକ କର୍ମୀ। ଖଲ୍ଲିକୋଟ କଞ୍ଚଣା ପଂଚାୟତର ସମିତି ସଭ୍ୟ ଚିତ୍ରସେନ ଘୋଷଙ୍କ ଆହ୍ୱାନରେ ୮ ହଜାରରୁ ଅଧିକ କର୍ମୀଙ୍କ ସହ ୫ଟି ପଂଚାୟତର ସରପଞ୍ଚ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos