ଥମି ଆସୁଥିବା କଳିରେ ଏଣ୍ଟ୍ରି ମାରିଲେ ନରସିଂହ

ମନୋଜଙ୍କ ସମର୍ଥନରେ ବାହାରି ନରସିଂହ ମିଶ୍ର ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହା ଘଟଣାକୁ ଆହୁରି ଗୋଳିଆ କରି ଦେଇଥିବା କୁହାଯାଉଛି।

Jitendra Garnayak
  • Published: Saturday, 28 October 2023
  • Updated: 28 October 2023, 05:16 PM IST

Sports

Latest News

ଓଲିଉଡରେ ପଶିଲା ପଲିଟିକ୍ସ। ଥମି ଆସୁଥିବା କଳିରେ ଏଣ୍ଟ୍ରି ମାରିଲେ ନରସିଂହ। ମନୋଜଙ୍କ ପାଇଁ ଛିଡ଼ା ହେଲେ ଓ ଦେଲେ ବଡ଼ ଆହ୍ୱାନ । ଅଭିନେତା ମନୋଜ ମିଶ୍ରଙ୍କୁ ଓଡ଼ିଆ ଫିଲ୍ମ ପ୍ରଯୋଜକ ସଂଘ ବାସନ୍ଦ ବିବାଦର ଶୀଘ୍ର ସମାଧାନ ନହେଲେ ଓଡ଼ିଶା ଦୁଇ ଭାଗ ହୋଇଯିବ ବୋଲି ଚେତାବନୀ ଦେଇଛନ୍ତି ବଲାଙ୍ଗିର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos