ଅରମ୍ଭରୁ ନାଁ ନେଇ ହାଲୁକା ଆକ୍ରମଣ

ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ବିଜେଡି ପ୍ରଚାରର ଶୁଭ ଦେଇଛନ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Manoj Swain
  • Published: Thursday, 25 April 2024
  • Updated: 25 April 2024, 12:03 PM IST

Sports

Latest News

ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ବିଜେଡି ପ୍ରଚାରର ଶୁଭ ଦେଇଛନ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମେ ସମରଝୋଳ ଓ ତା ପରେ ଶେରଗଡ଼ରେ ନବୀନଙ୍କ 5T ରୂପାନ୍ତରଣ ଗ୍ୟାରେଣ୍ଟି ନାଁରେ ଜନସଭା କରି ନିଜ ପାଇଁ ଓ ଦଳ ପାଇଁ ଭୋଟ୍ ମାଗିଛନ୍ତି। କହିଛନ୍ତି, ଓଡ଼ିଶାର ସାଢ଼େ ୪ କୋଟି ଲୋକ ମୋର ପରିବାର। ଏମାନଙ୍କ ପାଇଁ କାମ କରି ଚାଲିଛି, ଶେଷ ଯାଏଁ କରିବି। ମିଶନ ଶକ୍ତି ମାଆମାନେ ଉଦ୍ୟୋଗୀ ହେଲେଣି। ଏଥିସହ ହିଞ୍ଜିଳିରୁ ବିଜେଡିର ଜୟଯାତ୍ରା ଆରମ୍ଭ ହେଲା କହି ବିରୋଧୀ ଦଳଙ୍କୁ ବି ନିଶାନା କରିଛନ୍ତି ନବୀନ । ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos