ବିଜେଡି ଛାଡ଼ିବେ କି ସମୀର ?

ବିଧାୟକ ସମୀର ଦାଶଙ୍କ ବିଜେଡି ଟିକେଟ କଟିବା ପରେ ଜୋର ଧରିଛି ନିମାପଡ଼ା ରାଜନୀତି ।

Manoj Swain
  • Published: Tuesday, 30 April 2024
  • Updated: 30 April 2024, 05:09 PM IST

Sports

Latest News

ଟିକେଟ୍ ପାଇବା ପରେ ଦିଲ୍ଲୀପ ଦେଖାଇଲେ ଦମ୍‌, ସଂଧ୍ୟାରେ ଭାଇନା କଲେ ପୁଣି କର୍ମୀ ମେଳି । ବିଜେଡି ଭାଇନାଙ୍କୁ କେଉଁଠି ସମୟ ମାଗିଥିଲା। ଏହାରି ଭିତରେ ଦଳୀୟ ପ୍ରାର୍ଥୀ କିନ୍ତୁ ସାସଂଦ ପ୍ରାର୍ଥୀଙ୍କୁ ଧରି ବିଶାଳ ବାଇକ ଶୋ’ କରିଛନ୍ତି । ତେବେ ମେ 1 ରେ ଭାଇନାଙ୍କ କଣ ରହିବ ପଦକ୍ଷେପ ? ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos