ବିଜେଡିରେ ଗୃହଶତ୍ରୁ ପ୍ରବଳ, କେମିତି ଲଢିବ ଦଳ ?

ବିଜେଡି ପ୍ରାର୍ଥୀଙ୍କୁ ହରଡ଼ଘଣାରେ ପକାଇଦେବେ କି ଅସନ୍ତୁଷ୍ଟ ବିଜେଡି କର୍ମୀ ?

Manoj Swain
  • Published: Thursday, 25 April 2024
  • Updated: 25 April 2024, 01:32 PM IST

Sports

Latest News

ବିଜେଡି ପ୍ରାର୍ଥୀଙ୍କୁ ହରଡ଼ଘଣାରେ ପକାଇଦେବେ କି ଅସନ୍ତୁଷ୍ଟ ବିଜେଡି କର୍ମୀ ? ବାଲିକୁଦା-ଏରସମା ବିଜେଡିରେ 3 ଆଶାୟୀ, କେମିତି ମ୍ୟାନେଜ କରିବ ଦଳ ? ସାରଦା ଜେନାଙ୍କୁ ଟିକେଟ୍ ମିଳିଲା ସତ କିନ୍ତୁ ଭିତିରିଆ କୁହୁଳୁଛି ଅସନ୍ତୋଷର ନିଆଁ । ଅସନ୍ତୁଷ୍ଟ ଗୋଷ୍ଠୀ ସାରଦାଙ୍କୁ ସମର୍ଥନ କରିବେ ନା ଭିତିରିଆ ଚେର କାଟିବେ ? ଚର୍ଚ୍ଚା, ଭାଙ୍ଗିଗଲାଣି ବାଲିକୁଦା- ଏରସମା ବିଜେଡି ଗଡ଼, ଚିନ୍ତାରେ ନେତୃବୃନ୍ଦ। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos