କାଳୁ ଖଣ୍ଡାୟତରାୟଙ୍କ ବିସ୍ଫୋରକ ବୟାନ

ବିଜେଡି ଛାଡ଼ି ବିଜେପିରେ ମିଶିଥିବା ପ୍ରଶାନ୍ତ ଜଗଦ୍ଦେବଙ୍କୁ ଦଳ ଖୋର୍ଦ୍ଧାରୁ ପ୍ରାର୍ଥୀ କରିଛି।

Manoj Swain
  • Published: Sunday, 28 April 2024
  • Updated: 28 April 2024, 01:33 PM IST

Sports

Latest News

ବିଜେପି ପ୍ରକାଶ କରିଛି ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ବିଜେଡି ଛାଡ଼ି ବିଜେପିରେ ମିଶିଥିବା ପ୍ରଶାନ୍ତ ଜଗଦ୍ଦେବଙ୍କୁ ଦଳ ଖୋର୍ଦ୍ଧାରୁ ପ୍ରାର୍ଥୀ କରିଛି। ତେବେ ଖୋର୍ଦ୍ଧା ଟିକେଟ୍ ପାଇଁ ଆଶାୟୀ ଥିବା କାଳୁ ଖଣ୍ଡାୟତରାୟଙ୍କ ଦେଲେ ବିସ୍ଫୋରକ ପ୍ରତିକ୍ରିୟା। କହିଲେ ମଳିପଡ଼ାରେ ଯାହା ହେବ, ତାହା ଇତିହାସ ସୃଷ୍ଟି କରିବ। ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos