ବଦଳିଗଲେ କି ନରସିଂହ ?

  • Published: Monday, 30 October 2023
  • , Updated: 30 October 2023, 12:25 PM IST

ବଦଳିଗଲେ କି ନରସିଂହ ମିଶ୍ର ? ଓଡ଼ିଶା ଭାଗ ଭାଗ ହେବାକୁ ମୁଁ ବିରୋଧ କରୁଛି କିଛି ଏଭଳି କହି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ବଲାଙ୍ଗିର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ତେବେ ଅଭିନେତା ମନୋଜ ମିଶ୍ରଙ୍କୁ ଓଡ଼ିଆ ଫିଲ୍ମ ପ୍ରଯୋଜକ ସଂଘ ବାସନ୍ଦ ବିବାଦର ସମାଧାନ ନହେଲେ ଓଡ଼ିଶା ଦୁଇ ଭାଗ ହୋଇଯିବ ବୋଲି ଚେତାବନୀ ଦେଇଥିଲେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର।

 

Related story