ବିଜେପିରେ ମିଶିଲେ ପ୍ରବୋଧ ତିର୍କୀ

ପୂର୍ବତନ ହକି ଟିମ୍‌ ଅଧିନାୟକ ପ୍ରବୋଧ ତିର୍କୀ କଂଗ୍ରେସରେ ମିଶିଥିଲେ। ତା’ପରେ ତାଙ୍କୁ କଂଗ୍ରେସ ସୁନ୍ଦରଗଡ଼ ଜିଲ୍ଲା ତଳସରା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିଥିଲା। ପ୍ରାର୍ଥୀ ହେବା ପରେ ଶ୍ରୀ ତିର୍କୀ ପ୍ରଚାର ଆରମ୍ଭ କରିଥିଲେ।

BJP PhotoOR

ପୁଷ୍ପଗୁଚ୍ଛ ଦେଇ ପ୍ରବୋଧ ତିର୍କୀଙ୍କୁ ସ୍ୱାଗତ କରାଯାଉଛି

Manoranjan Sial
  • Published: Thursday, 25 April 2024
  • Updated: 25 April 2024, 06:06 PM IST

Sports

Latest News

ପଦ୍ମ ଧରିଲେ ପୂର୍ବତନ ହକି ଟିମ୍‌ ଅଧିନାୟକ ପ୍ରବୋଧ ତିର୍କୀ। ଆଜି ସେ ସୋନପୁର ସମାବେଶକୁ ଆସି ବିଜେପିରେ ମିଶିଛନ୍ତି। ଶ୍ରୀ ତିର୍କୀଙ୍କୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ୍‌, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀ ଦଳ ନେତା ଜୟନାରାୟ ମିଶ୍ର ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।

Also Read

ପୂର୍ବତନ ହକି ଟିମ୍‌ ଅଧିନାୟକ ପ୍ରବୋଧ ତିର୍କୀ କଂଗ୍ରେସରେ ମିଶିଥିଲେ। ତା’ପରେ ତାଙ୍କୁ କଂଗ୍ରେସ ସୁନ୍ଦରଗଡ଼ ଜିଲ୍ଲା ତଳସରା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିଥିଲା। ପ୍ରାର୍ଥୀ ହେବା ପରେ ଶ୍ରୀ ତିର୍କୀ ପ୍ରଚାର ଆରମ୍ଭ କରିଥିଲେ। ଲୋକଙ୍କ ପାଖକୁ ଯାଇ ଭୋଟ୍‌ ଭିକ୍ଷା କରିଥିଲେ। ହେଲେ ତାଙ୍କୁ କିଛି ନଜଣାଇ କଂଗ୍ରେସ ଟିକେଟ ଫେରାଇ ନେଇଥିଲା। ଯେଉଁଥିପାଇଁ ପ୍ରବୋଧ ତିର୍କୀ କଂଗ୍ରେସରୁ ଇସ୍ତଫା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story