ନିର୍ବାଚନ ଲଢ଼ିବେନି ପ୍ରସାଦ ହରିଚନ୍ଦନ

ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏଥର ନିର୍ବାଚନ ଲଢ଼ିବେନି ବୋଲି ପୂର୍ବରୁ କହି ସାରିଥିଲେ।

Manoj Swain
  • Published: Friday, 19 April 2024
  • Updated: 19 April 2024, 05:46 PM IST

Sports

Latest News

କଂଗ୍ରେସ ଭେଟରାନ ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କୁ 6 ବର୍ଷ ପାଇଁ ବିଦା କଲା କଂଗ୍ରେସ। ଆଉ ନିମାପଡ଼ାରେ ସଂଗଠନ କରୁଥିବା ସିଦ୍ଧାର୍ଥ ଏବେ ଜଟଣୀ ଆସନକୁ ଚାହିଁ ବସିଛନ୍ତି। ସତ୍ୟବାଦୀରୁ ଦୀର୍ଘ ଦଶନ୍ଧି ଧରି ଲଢି ଆସୁଥିବା ପ୍ରସାଦ ହରିଚନ୍ଦନ ଏଥର ନିର୍ବାଚନ ଲଢ଼ିବେନି ବୋଲି ପୂର୍ବରୁ କହି ସାରିଥିଲେ। ଦେଖନ୍ତୁ ପୂରା ରିପୋଟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos