‘ପୂରା ସାଢେ ୪ କୋଟି ଓଡ଼ିଆ ଦେଖିଲେ ମୋଦି ମ୍ୟାଜିକ୍। ଚଣ୍ଡିଖୋଲ ସଭାରେ ହଜାର ହଜାର ଲୋକ ଏକାଠି ହୋଇଥିଲେ, ମୋଦିଙ୍କ ପରିବାରର ପ୍ରତିଶ୍ରୁତି ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଛି।’ କିଛି ଏଭଳି କହିଥିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।