ଆସନ୍ତା ସାଧାରଣ ନିର୍ବାଚନ ଲାଗି ସରଗରମ ହୋଇଛି ଓଡ଼ିଶାର ରାଜନୈତିକ ମାହୋଲ। ସମ୍ବଲପୁରରେ ମୁହାଁମୁହିଁ ହେବେ ଧର୍ମେନ୍ଦ୍ର-ପ୍ରଣବ। ବିଜେଡିର ସମ୍ବଲପୁର ଲୋକସଭା ପାଇଁ ପ୍ରଣବ ପ୍ରକାଶ ଦାସଙ୍କୁ ଟିକେଟ୍ ମିଳିବା ପରେ କିଛି ଏମିତି କହିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।