'ଆମ କର ଖଜଣାରେ ଦରମା ନେଇ ଆମକୁ ନାଲିଆଖି'

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟାକ୍ଷ କରି କହିଛନ୍ତି ଯେ, ଇଏ ତ ଇଂରେଜ ଶାସନଠୁ ବଳିଗଲାଣି । ଆମ ରାଜ୍ୟରେ ଚାକିରି କରି, ଆମ କର ଖଜଣାରେ ଦରମା ନେଇ ଏବେ ଆମକୁ ନାଲିଆଖି ଦେଖାଇଲେଣି ।

Manoj Swain
  • Published: Friday, 26 April 2024
  • Updated: 26 April 2024, 03:14 PM IST

Sports

Latest News

ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ କେଉଁ ଆଧାରରେ ଜେଡ୍ କାଟେଗୋରୀର ସୁରକ୍ଷା ଦିଆଯାଉଛି ବୋଲି ବିଜେପି ପ୍ରଶ୍ନ ଉଠାଇବା ସହ ନିର୍ବାଚନ କମିଶନଙ୍କୁ ଫେରାଦ ହୋଇଛି । ଏପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କଟାକ୍ଷ କରି କହିଛନ୍ତି ଯେ, ଇଏ ତ ଇଂରେଜ ଶାସନଠୁ ବଳିଗଲାଣି । ଆମ ରାଜ୍ୟରେ ଚାକିରି କରି, ଆମ ଖଜଣାରେ ଦରମା ନେଇ ଏବେ ଆମକୁ ନାଲିଆଖି ଦେଖାଇଲେଣି । କାହାକୁ ଡର, କ୍ଷମତାରେ ନଥାଇ ଏଭଳି ସୁରକ୍ଷା କ’ଣ ପାଇଁ ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି । 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos