ମହାପ୍ରଭୁଙ୍କ ଆଶିଷ ନେଲେ ସମ୍ବିତ ପାତ୍ର

ଲୋକସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା ହେବା ପରେ ଆଜି ସକାଳେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ।

Manoj Swain
  • Published: Monday, 25 March 2024
  • Updated: 25 March 2024, 01:40 PM IST

Sports

Latest News

ଆସିଲା ଓଡ଼ିଶା ପାଇଁ ବିଜେପିର ଲୋକସଭା ପ୍ରାର୍ଥୀ ତାଲିକା । ପୁରୀରୁ ଲଢ଼ିବେ ସମ୍ବିତ ପାତ୍ର । ଲୋକସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା ହେବା ପରେ ଆଜି ସକାଳେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର। ଶ୍ରୀଜିଉଙ୍କ ଦର୍ଶନ କରିବା ପରେ ସମ୍ବିତ ପାତ୍ର କହିଛନ୍ତି, ଗତ ଥର ଅଳ୍ପ ବ୍ୟବଧାନରେ ରହିଯାଇଥିଲା। ମହାପ୍ରଭୁ କହିଥିଲେ, ଅଧିକ ତପସ୍ୟା କରିବାକୁ ପଡ଼ିବ। ତାଙ୍କର ଆଜ୍ଞା ପାଳନ କରି ମୁଁ ୫ ବର୍ଷ ଲୋକଙ୍କ ସହିତ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos