ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମରେ ଯୋଗ ଦେବେନି ନରସିଂହ

  • Published: Friday, 12 January 2024
  • , Updated: 12 January 2024, 06:02 PM IST

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମରେ ଯୋଗ ଦେବେନି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । କହିଲେ, ମୁଁ ବଲାଙ୍ଗିରରେ ଥିବା ବେଳେ ମୋ ଭୁବନେଶ୍ୱର ଘରେ ଦେଇଛନ୍ତି ନିମନ୍ତ୍ରଣ ପତ୍ର। ସରକାରୀ କାର୍ଯ୍ୟକ୍ରମକୁ ଦଳୀୟ କାର୍ଯ୍ୟକ୍ରମ କରାଯାଉଥିବାରୁ ମୁଁ ଯିବିନି। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

Related story