ସୌମ୍ୟ ବାବୁଙ୍କ ଗତି ଏବେ କୁଆଡ଼େ ?

ବିଜେଡି ସୌମ୍ୟ ବାବୁଙ୍କୁ ସସମ୍ମାନେ ଦଳକୁ ଫେରେଇ ଆଣିବା ପାଇଁ ଉଦ୍ୟମ କରୁଛି ବୋଲି ଚର୍ଚ୍ଚା ।

Manoj Swain
  • Published: Wednesday, 24 April 2024
  • Updated: 24 April 2024, 02:03 PM IST

ବରିଷ୍ଠ ରାଜନେତା ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଗତି ଏବେ କୁଆଡ଼େ। ସୌମ୍ୟଙ୍କ ରାଜନୈତିକ ଗୋଟି ଚାଳନା ନେଇ ଚାରିଆଡ଼େ ଚର୍ଚ୍ଚା । କିଛି ଲୋକ କହୁଛନ୍ତି ବିଜେଡି ସୌମ୍ୟ ବାବୁଙ୍କୁ ସସମ୍ମାନେ ଦଳକୁ ଫେରେଇ ଆଣିବା ପାଇଁ ଉଦ୍ୟମ କରୁଛି। ସୌମ୍ୟଙ୍କୁ ଫେରାଇ ଆଣିବା ପାଇଁ ଗତ ମାସରେ ଦଳର ଦୁଇ ଜଣ ବରିଷ୍ଠ ନେତା ତାଙ୍କ ଘରକୁ ଯାଇଥିବା ଚର୍ଚ୍ଚା। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos